Search
Close this search box.

ସାମାନ୍ୟ ବର୍ଷାରେ ବେହାଲ ବ୍ରହ୍ମପୁର…।

0
SHARES
33
VIEWS

ସାମାନ୍ୟ ବର୍ଷାରେ ବେହାଲ ବ୍ରହ୍ମପୁର…। ପ୍ରକାଶ ଥାଉ କି ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନକୁ ଭାଙ୍ଗି ନୂତନ ଡ୍ରେନ ରାସ୍ତାର ଦୁଇ କଡ଼ରେ କରାଯାଇଛି । ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କରାଯାଇଥିବା କୁହାଯାଇଛି। କିନ୍ତୁ ଦୁର୍ଭାଗ୍ୟବଶତଃ ତାହା କାର୍ଯ୍ୟକାରୀ ହୋଇପାରିଲାନାହିଁ ଅଳ୍ପ ବର୍ଷରେ ମଧ୍ୟ। କାହା ସ୍ୱାର୍ଥରେ ଏହି ଆଧୁନିକିକରଣ ନାଳ ଅପର୍ଯାପ୍ତ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ତାର ଉତ୍ତର ସହରବାସୀ ଅପେକ୍ଷାରେ …। ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ସଂଘର୍ଷ ଟିଭି।

    Related News

    Follow Us