Search
Close this search box.

ବାଳକାଟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଦିବସ ପାଳିତ

0
SHARES
47
VIEWS

ବାଳକାଟି
ଆଜି ବିଶ୍ୱ ସ୍ତନ୍ୟପlନ ସପ୍ତାହ ବାଳକାଟୀ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପାଳିତ ହେଇଯାଇଥିଲା | ଏହି କାର୍ଯ୍ଯକ୍ରମକୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା | ତାହା ଅଗଷ୍ଠ ୧ରୁ ୭ଅଗଷ୍ଟ ପର୍ଯ୍ଯନ୍ତ ପାଳନ ହେବ | ଏହି ସ୍ତନ୍ଯପାନ ସାପ୍ତାହିକ ଦୀବସକୁ ଡକ୍ଟର ତନ୍ମୟ ତ୍ରିପାଠୀଙ୍କ ପରିଚାଳନା କରିଥିଲେ | ଏହି କାର୍ଯ୍ଯକ୍ରମରେ ଜନସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ ସେଠି, ମହିଳା ସ୍ୱାସ୍ଥ୍ୟକର୍ମୀ ଝୁନି ସ୍ୱାଇଁ, ଆଶା, ଅଙ୍ଗନବାଡି କର୍ମୀ ଏବଂ ଗର୍ଭବତୀ ମା ଓ ସ୍ତନ୍ୟପlନ କରୁଥିବା ମା ମାନେ ଓ ଜନସାଧାରଣମାନେ ଉପସ୍ତିତ ରହିଥିଲେ | ଡକ୍ଟର ତ୍ରିପାଠୀ ସ୍ତନ୍ୟପାନର ଉପକାରିତା ଓ କେମିତି ସ୍ତନ୍ୟପlନ ଠିକ ଭାବରେ କରି ସୁସ୍ଥ ଶିଶୁଙ୍କ ପ୍ରତି ଉଚିତ ପଦକ୍ଷେପ ନେବାପାଇଁ କହିଥିଲେ | ପ୍ରଥମ କସକ୍ଷୀର ଜନ୍ମ ର ପ୍ରଥମ ଓ ଦ୍ବିତୀୟ ଦିନ ଶିଶୁକୁ ସେବନ କରେଇଲେ ତାହାର ମସ୍ତିଷ୍କର ବିକାଶ, ରୋଗପ୍ରତିରୋଧକ ଶକ୍ତି ଉର୍ଜା ବଡ଼ିବ | ୬ମାସ ପର୍ଯ୍ଯନ୍ତ ସ୍ତନ୍ୟପlନ କରିବା ନିତ୍ଯାନ୍ତ ଆବଶ୍ଯକ ଓ ବାହାର ପ୍ଯାକେଟ ପାଉଡର କ୍ଷୀର,ଏବଂ ଅନ୍ୟ କିଛି ଖାଦ୍ୟ ଦେବା ଅନୁଚିତ | ଏହା ସବୁ ବହୁତ ଦାମିକା ଓ ପୁରା ପୋଷଣ ଦେଇପାରିବା ନାହିଁ | ଯଦି ଶିଶୁ ଯାଆଁଳା ହେଇଥାଏ ତାହାଲେ ଓଜନ କମ ଥିବା ଯୋଗୁଁ ନିଜେ ସ୍ତନ୍ୟପlନ କରିପାରେ ନାହିଁ ତାହେଲେ ମା କୁ ନିଜ କ୍ଷୀର ସଫା ତାଟିଆ ଓ ଶାମୁକା ସେଇମାନଙ୍କୁ ସେବନ କରେଇବା ଉଚିତ ଅଟେ | ସ୍ତନ୍ୟପାନରୁ ଶିଶୁ ଠିକ ଭାବେ ପାନ କରିପାରିଲେ ଶିଶୁଟି ସୁସ୍ଥ ହୋଇ ବଢିପାରିବ | ମା”ର ପୋଷଣ ଓ ସ୍ୱାସ୍ଥ୍ୟ ରହିଲେ ହିଁ ତାହାର କ୍ଷୀର ଠିକ ଓ ପୋଷଣ ଯୁକ୍ତ ହୋଇଥାଏ ଯାହା ପ୍ରତି ଅଧିକ ଧ୍ୟାନ ଦେବା କଥା ଓ iron ବା ଲୋହ ଏବଂ calcium ବଟିକାଦିଅଯିବ ଓ ଭଲ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା |ମା କ୍ଷୀର ସେବନ କରୁଥିବା ଯୋଗୁଁ ମା ଗର୍ଭବତୀ ହୁଏ ନାହିଁ ,ଏଇ ସମୟରେ ବିଭିନ୍ନ ଉପାୟରେ ମା କୁହ ଗର୍ଭବତୀ ୨-୩ବର୍ଷ ଯାଇଁ ନ ହେବା ପାଇଁ ପରାମର୍ଶ ଦିଅାଯାଇ ଯେମିତିକି ସିଏ ତାହାର ଗୋଟିଏ ଶିଶୁର ଯତ୍ନ ଓ ଠିକ ପୋଷଣ ପ୍ରତି ଧ୍ୟାନ ଦେଇପାରିବା ଏଇ ସବୁ ବୁଝେଇବୁଝେଇ ଡକ୍ଟର ତନ୍ମୟ ତ୍ରିପାଠି କହିଥିଲେ | ପରେ ପରେ ଶପଥ ନିଅ ଯାଇଥିଲା କି ସବୁ ମା ମାନେ ସ୍ତନ୍ୟପlନ ଛଡା ଅାଉ କିଛି ଶିଶୁଙ୍କୁ ଅନ୍ଯ ବାହାର ଖାଦ୍ଯ ସେବନ କରେଇବେନି ଓ ବୋତଲରେ କ୍ଷୀର ଦେବେନି ଯାହା ଦ୍ୱାରା ଶିଶୁ ରୋଗାକ୍ରାନ୍ତ ହେଇପାରେ, ଓ ଠିକ ସମୟରେ ଟୀକା ସବୁ ଶିଶୁକୁ ଦେବେ ଓ ଏଇ ବାର୍ତାଟି ସବୁଆଡେ ପ୍ରଚାର କରିବେ ଯାହା ଦ୍ୱାରା ଏକ ସୁସ୍ଥ ସମାଜ ଗଢିହେବ | ଆଜିର ଶିଶୁ ଆଗାମୀକାଲିର ଭବିଷ୍ଯତ ବୋଲି କୁହାଯାଇଥିଲା | ସବୁ କଥାମାନି ଚଳପ୍ରଚଳ କରିଲେ ସୁସ୍ତ ଜୀବନ ହୋଇପାରିବ |

    Related News

    Follow Us