Search
Close this search box.

କରାସିଂ ଛକରୁ ସାଇଜ ଶାଳ କାଠ ବୋଝେଇ ଗାଡି ଜବତ ସହ ୨ଗିରଫ

0
SHARES
4
VIEWS

କରାସିଂ ଛକରୁ ସାଇଜ ଶାଳ କାଠ ବୋଝେଇ ଗାଡି ଜବତ ସହ ୨ଗିରଫ।ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଡ଼ାରୀ ତରଫରୁ ବନାଞ୍ଚଳ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟନାୟକଙ୍କ ନିର୍ଦ୍ଧେଶରେ ଗୁଡ଼ାରୀ ବନପାଳ ହରିଶ୍ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ବନରଖି ସିମାଞ୍ଚଳ ପଟନାୟକ, ଗୁରୁପ୍ରସାଦ ପାତ୍ର, ପରା ସ୍କୁଆଡ଼, ଆଇପିସିଇଏ ସ୍କୁଆଡ଼, କରାସିଂ ଛକରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ବେଳେ ସକାଳ ପ୍ରାୟ ୫ ଘଣ୍ଟା ସମୟରେ କଦମା – ଲଦିଗୁଡା ପଟରୁ ଏକ ଧଳା ରଙ୍ଗର ମେକ୍ସପିକପ, ଓଡ଼ି ୩୩ ଜେଡ ୮୧୪୦ ନମ୍ବର ବିଶିଷ୍ଟ ଗାଡି ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇ ତଦନ୍ତ କରିଥିଲେ  । ଗାଡ଼ିରୁ ୨୫ଗୋଟି ସାଇଜ ଶାଳ କାଠ ସହ ଗାଡି ଜବତ କରିବା ସହିତ ସମ୍ପୃକ୍ତ ଆସାମୀ ସାକାରବାଜୁ ଗ୍ରାମର ଜୟନ୍ତ ପାଲାକା (୪୧) ଓ ସାହେବ ଗାଣ୍ଟା (୨୭) ଙ୍କୁ ଗୁଡ଼ାରୀ ବନବିଭାଗ କେସ ନମ୍ବର ୧୦୭/୨୦୨୪-୨୫ ଅଣ୍ଡେର ସେକ୍ସନ ଓଡିଶା ଟିମ୍ବର ଟ୍ରାନ୍ସଫର ରୁଲସ (ଓଟିଟିଆର )୧୯୮୦ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ।ରିପୋର୍ଟ : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ସ୍ତରୀୟ ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us