Search
Close this search box.

ପୁଣି ଆସିବେକି ରାଜରାସ୍ତାକୁ

0
SHARES
5
VIEWS

ଭୁବନେଶ୍ୱର: ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ। ଓଡ଼ିଶା ସରକାରଙ୍କ ଶିକ୍ଷକମାରଣ ନୀତିକୁ ତୀବ୍ର ବିରୋଧ କରାଯିବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଶୃତି ପରେ ମଧ୍ୟ ରାଜ୍ୟ ସରକାର ଦାବି ପୂରଣ କରିନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଜାନୁଆରୀ ୨୭ ସୁଦ୍ଧା ଦାବି ପୁରଣ ନହେଲେ ଆସନ୍ତା ୨୯ ତାରିଖରୁ ବଡ଼ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

    Related News

    Follow Us