Search
Close this search box.

ଡବଲ୍ ଇଞ୍ଜିନ୍ ସରକାରରେ ମହଙ୍ଗା ମାଡ଼

0
SHARES
15
VIEWS

ଡବଲ୍ ଇଞ୍ଜିନ୍ ସରକାରରେ ମହଙ୍ଗା ମାଡ଼

ବଢ଼ି ଚାଲିଛି ପିଆଜ ଓ ଟମାଟୋର ଦର, ସେପଟେ ବାକି ପନିପରିବା ୫୦ ଉପରେ, ଚିନ୍ତାରେ ଖାଉଟି, କାର୍ତ୍ତିକ ମାସ ଆଗରୁ ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର, ଭଣ୍ଡା କୁନ୍ଦୁରିକୁ ଛାଡ଼ିଦେଲେ ୫୦ ତଳକୁ ପରିବା ନାହିଁ, ସେପଟେ ରୋଷେଇ ଘର ବଜେଟ୍ ବିଗାଡ଼ି ସାରିଲାଣି ଗ୍ରୋସରୀ ସାମଗ୍ରୀ ଦର, ଦରବୃଦ୍ଧିରେ ଲୋକ ହନ୍ତସନ୍ତ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us