କନ୍ଧମାଳ ବିକାଶ ପରିଷଦର ଭୁବନେଶ୍ବର ଚାଲ ଜାନୁଆରି ୩୦ରେ
।
ଫୁଲବାଣୀ, ୨୬/୧୨ (ଇମିସ)।
ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ
ରେଳପଥକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ
ଟୋଳନ୍ ରାଶି ପ୍ରଦାନ କରାଗଲା ରାଜ୍ୟ
ସରକାରଙ୍କ ଅଧୀନରେ ଥିବା ମାଇଁ
ସଂସ୍ଥା ଓରିଡିଲ୍ କନ୍ଧମାନ ପ୍ରତି ବୈମାତୃକ
ମନୋଭାବ ରଖି ଏହି ରେଳପଥିରୁ
ଫୁଲବାଣୀକୁ ବାଦ୍ ପଳାଇ ଡିପିଆର୍ ପ୍ରସ୍ତୁତ
କରିଛି। ଏହାକୁ ନେଇ କନ୍ଧମାନ ଜିଲ୍ଲାରେ
ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବହୁବାର
ଦାବିପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ
ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ରାଜ୍ୟ
ସଙ୍କୋର ନିଦାବିଷ୍ଣୁ ମାଜିବା ଯୋଗୁଁ ନଭେମ୍ବର
୧୦ ତାରିଖ ଦିନ କନ୍ଧମାଳ ବିକାଶ ପରିଷଦ ପ୍ରକଳ୍ପ ଆଗେଇ ନପାରିବାର ନିୟମ ଥିବା
ପକ୍ଷରୁ କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆ । ବେଳେ କନ୍ଧମାଳବାସୀଙ୍କ ଦୀର୍ଘ ୩୦ ବର୍ଷର
ଯାଇଥିଲା। ଯାହାକୁ କନ୍ଧମାଳବାସୀ। ସଫଳ
କରାଇଥିଲେ । କିନ୍ତୁ ବନ୍ଦ ଡାକରାଇ ଦେଢ଼ମାସ
ବିତି ସାରିଥିଲେ ସୁଦ୍ଧା ରାଜ୍ୟ ସରକାର କିମ୍ବା
ସ୍ବପ୍ନ ନିଜ ମାଟିରେ ରେଳ ଦେଖିବା ଆଜି
ବାସ୍ତବରେ ପରିଣତ ହୋଇ ପାରୁନାହିଁ ବୋଲି
ଫୁଲବାଣୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ
ତାଙ୍କ ଅଧୀନରେ ଥିବା ସର୍ଭେ ସଂସ୍ଥା ଓଡିଡିଲ୍
କୌଣସି ସ୍ପଷ୍ଟୀକରଣ ନଦେବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ ରାଜ୍ୟ ସରକାର ଜମି
ଯୋଗାଇ ନଦେଲେ କେନ୍ଦ୍ର ପକ୍ଷରୁ କୌଣସି
କରି କନ୍ଧମାଳ ବିକାଶ ପରିଷଦର ଆବାହକ
ତଥା ଯୁବନେତା ଗୋଲକ ବିହାରୀ କଅଁର
ବିକ୍ଷୋଭ ପ୍ରକାଶ କରିଛନ୍ତି।
କନ୍ଧମାଳ ଜିଲ୍ଲା ଏକ ବଣଜଙ୍ଗଲ ଘେବା
ଆଦିବାସୀବହୁଳ ଜିଲ୍ଲା ହୋଇଥିବା ବେଳେ
ଏଠାକୁ ରେଳ ସଂଯୋଗ ହୋଇପାରିଲେ
ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,
ବାଣିଜ୍ୟ, ବ୍ୟବସାୟ ଓ ଯାତାୟାତ,
ସୁବିଧା ଏବଂ ଜିଲ୍ଲାରେ ଥିବା ଅନେକ
ପର୍ଯ୍ୟଟନସ୍ଥଳୀର ବିକାଶ ହୋଇପାରିବ
କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଏହାକୁ
କରାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
କନ୍ଧମାଳ ପ୍ରତି ସରକାରଙ୍କ ଏହି ବୈମାତୃକ
ମନୋଭାବ ବିରୋଧରେ ଆସନ୍ତା ଜାନୁଆରି
୩୦ ତାରିଖ ଦିନ କନ୍ଧମାଳର ୧୦ ହଜାରରୁ
ଉର୍ଦ୍ଧ୍ବ ମହିଳା, ପୁରୁଷ, ଯୁବକଯୁବତ, ଚାଷୀ,
ମୂଲିଆ ଓ ଚାକିରିଆଙ୍କୁ ନେଇ ଦମଳ
ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ବର ଠାରେ
ବିକ୍ଷୋଭ ପ୍ରଦର୍ଶନ ଓ ଆନ୍ଦୋଳନ କରାଯିବ ।
କମଳର
ଜିଲ୍ଲା
ସଦରମହକୁମାକୁ ରେଳ ସଂଯୋଗ ନହେବା
ଯାଏ ଏହି ଲଢ଼େଇ ଚାଲିବ ବୋଲି ସାମ୍ବାଦିକ
ସମ୍ମିଳନୀରେ ଶ୍ରୀ କଅଁର କହିଛନ୍ତି। ଆଜିର
। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ
ମଧ୍ୟରେ ଜଗନ୍ନାଥ ସାହୁ, ରଘୁପତି କଅଁର,
ଶିବାଶିଷ ପଣ୍ଡା ଓ ଗୌତମ ମଲ୍ଲିକ ପ୍ରମୁଖ
ଉପସ୍ଥିତ ଥିଲେ।