-‘ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର
-‘ଚଳିତ ବଜେଟରେ କୌଣସି ବ୍ୟୟ ଅଟକଳ ହୋଇନି’
-ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚଶିକ୍ଷାମନ୍ତ୍ରୀ
-ବିଧାୟକ ଚକ୍ରମଣି କହଁର କରିଥିଲେ ପ୍ରଶ୍ନ
-ପିଜି-ୟୁଜି ପିଲାଙ୍କ ପାଇଁ ଆସିବ ନୂଆ ଯୋଜନା
-ନୂଆ ଯୋଜନାରେ ଯୋଗାଇ ଦିଆଯିବ ଆର୍ଥିକ ସହାୟତା
-ବିଧାନସଭାରେ ସ୍ପଷ୍ଟ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ