Search
Close this search box.

ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ହେବ କହିଲେ ମନ୍ତ୍ରୀ

0
SHARES
2
VIEWS

ପିପିଲି ବିଧାୟକଙ୍କ ପ୍ରଶ୍ନରେ ପାନୀୟ ଜଳ ମନ୍ତ୍ରୀ ରବି ନାଏକଙ୍କ ଉତ୍ତର
-ଦୟା ନଦୀରୁ ଜଳ ଉଠାଣ ପାଇଁ ହେବ ୫ ପ୍ରକଳ୍ପ
-ଦୟା ନଦୀ ଜଳଭଣ୍ଡାର ନିର୍ମାଣ ହେବ କହିଲେ ମନ୍ତ୍ରୀ
-ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ
-ଠିକ୍ ସମୟରେ ସର୍ଭେ, ଡିପିଆର୍ ପ୍ରସ୍ତୁତ ହୋଇନାହିଁ
-ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ ୨୦୨୬ରେ ସରିବ |

    Related News

    Follow Us