Search
Close this search box.

ଉତ୍କଳ ଆଶ୍ରମ ପରିସର ରେ ମଦ ବୋତଲ ର ରାଜ!

0
SHARES
8
VIEWS

ଉତ୍କଳ ଆଶ୍ରମ ପରିସର କୁ ଅସାମାଜିକ ଙ୍କ ଅନୁପ୍ରବେଶ ମୁକ୍ତ ପାଇଁ ନିବେଦନ।ଜରାଜୀର୍ଣ୍ଣ ଉତ୍କଳ ଆଶ୍ରମ ଆଜି ମଦ୍ୟପ ଙ୍କ ଅବାଧ ଅନୁପ୍ରବେଶ ଯୋଗୁଁ ଏହି ପବିତ୍ର ଅନୁଷ୍ଠାନର ଗରିମା ନଷ୍ଟ ହେବା ଅତ୍ୟନ୍ତ ପରି ତାପର ବିଷୟ । ଅଭିଭାବକ ଶୂନ୍ୟ ପରି ଉତ୍କଳ ଆଶ୍ରମ ଆଜି ହତ ଶ୍ରୀ। ଏହି ଐତିହାସିକ ଅନୁଷ୍ଠାନ ଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତି ବିଶେଷ ଙ୍କ ନିଷ୍କ୍ରିୟତା କାହିଁକି? ଉତ୍କଳ ମାଟିର ଏହି ଐତିହ୍ୟ ସ୍ୱାକ୍ଷର ବହନ କରୁଥିବା ପବିତ୍ର ପୀଠ, ଗଂଜାମ ଜିଲ୍ଲାର ଗର୍ବ ଗୌରବ ଉତ୍କଳ ଆଶ୍ରମ।ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଦୀର୍ଘ ଶହେ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଯେଉଁ ପରିସର ରେ ଗୁଣୀ ଜ୍ଞାନୀ ବ୍ୟକ୍ତି ବିଶେଷଙ୍କ ସାଧନା ପାଇଁ ସୁନାମ ଅର୍ଜନ କରି ଆସିଚି ସେହି ପୀଠ ର ମର୍ଯ୍ୟାଦା ନଷ୍ଟ ହେବା ଚିନ୍ତା ବିଷୟ। ଆଶା କରେ ଏହି ଅନୁଷ୍ଠାନ କୁ ଅସାମାଜିକ ଙ୍କ ଅନୁପ୍ରବେଶ ରୋକିବା ପାଇଁ ପ୍ରୟାସ ହେଉ ଏବଂ ସି ସି ଟିଭି ବ୍ୟବସ୍ଥା ହେଉ ବୋଲି ଗଣ ମାଧ୍ୟମ ରେ ପ୍ରକାଶ କରିଛନ୍ତି।

    Related News

    Follow Us