ନିଶା ମହାରଣା @ ଝିଲି ମଲ୍ଲିକ ଙ୍କ ନାମରେ ହୋଇଥିବା ମାମଲା କେନ୍ଦ୍ରାପଡ଼ା Executive magistrate ଙ୍କ court ରେ ଆବେଦନ ପାଇଁ High Court ଙ୍କ ନିର୍ଦେଶ |
୧- ବହୁ ପୂର୍ବରୁ ନିଶା ମହାରଣା social media ମାଧ୍ୟମରେ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ ଯାହା କୋମଳମତି ପିଲା ମାନଙ୍କ ସହ ସାରା ଓଡ଼ିଶାରେ ଅଶାନ୍ତି ସୃଷ୍ଟି କରୁଥିଲା | ଏହି ସମୟରେ ମଧ୍ୟ ଅନେକ ଲୋକ ଭିଡ଼ିଓ ମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ |
୨ – ସେହିପରି ଜଣାଶୁଣା ରୋଷ୍ଟର Malay Sahoo ମଧ୍ୟ ଏପରି ନକରିବା ପାଇଁ ସୋସିଆଲ ମେଡିଆ ମାଧ୍ୟମ ରେ ଅନୁରୋଧ କରିଥିଲେ |
୩- 17 .02 .2024 ତାରିଖ ଦିନ ନିଶା ମଳୟ ଙ୍କ ନା ଧରି ତାଙ୍କୁ ଗାଳି କରିବା ସହ ତାଙ୍କ ମା ଙ୍କୁ ବି ଗାଳି କରିବା ସହ 8144137781 ଏହି number ରୁ call କରି ଗାଳି ଦେବା ସହ ଜୀବନରେ ମାରିଦେବେ କହି ଧମକ ଦେଇଥିଲେ ଏହି ସହ Odisha news entertainment .com ନାମକ ଏକ web channel ରେ ଏହା ପ୍ରସାରଣ କରାଇ ଥିଲେ |
୪- ଏହି ମାମଲା High court ରେ ହୋଇଥିଲା , ଏହି ମାମଲା ଟିକୁ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ ପରିଚାଳନା କରୁଥିଲେ |