ଖୋଲିଲା_ଶ୍ରୀମନ୍ଦିରର_ଚାରି_ଦ୍ବାରପ୍ରତୀକ୍ଷାର ଅନ୍ତ ଘଟାଇ ଖୋଲିଲା ଶ୍ରୀମନ୍ଦିରର ୪ ଦ୍ବାର । ମନ୍ତ୍ରିମଣ୍ଡଳର ଉପସ୍ଥିତିରେ ଖୋଲିଲା ଦ୍ବାରମଙ୍ଗଳ_ଆଳତି_ଦର୍ଶନ_କଲେ_ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ ପରେ ପୁରୀରେ-ପଞ୍ଚଗ୍ରାସୀ ନୀତି ପରେ ଚାଲିଛି ମଙ୍ଗଳ ଆଳତି-ପଞ୍ଚଗ୍ରାସୀ ନୀତି ପାଇଁ ବର୍ଷକରେ ଥରେ ରାତି ଅନିଦ୍ରା ହୁଅନ୍ତି ମହାପ୍ରଭୁ-୨ ଉପମୁଖ୍ୟମନ୍ତ୍ରୀ ଓ ପୁରୀ ସାଂସଦ ମଧ୍ୟ ଦର୍ଶନ କଲେ୩-ମହାପ୍ରଭୁଙ୍କ_ଦର୍ଶନ_ପରେ_ମୁଖ୍ୟମନ୍ତ୍ରୀଙ୍କ_ପ୍ରତିକ୍ରିୟା-‘୪ ଦ୍ବାର ଖୋଲିବା ପ୍ରଥମ କ୍ୟାବିନେଟର ପ୍ରଥମ ନିଷ୍ପତ୍ତି’-‘ସରକାରଙ୍କ ଉପସ୍ଥିତିରେ ମଙ୍ଗଳ ଆଳତି ପରେ ୪ ଦ୍ବାର ଖୋଲି ଦିଆଗଲା’-‘ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ବାର ଖୋଲିଛି’-‘ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ କର୍ପସ ପାଣ୍ଠି ହୋଇଛି’ଶ୍ରୀମନ୍ଦିର_ପରିକ୍ରମା_କଲେ_ମୁଖ୍ୟମନ୍ତ୍ରୀମହାପ୍ରଭୁଙ୍କ ଦର୍ଶନ ପରେ ୨୨ ପାହାଚରେ ବସିଲେ, ଶ୍ରୀମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ।ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ |