ରାଜନୀତିରୁ ଅବସର ନେଇଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମନମୋହନ ସିଂଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବର୍ତ୍ତମାନ ଆପଣ ରାଜ୍ୟସଭାରେ ରହିବେ ନାହିଁ ଏବଂ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି, ତଥାପି ଦେଶର ସ୍ୱର ଉତ୍ତୋଳନ ଜାରି ରହିବ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ