Search
Close this search box.

ହସ୍ତଶିଳ୍ପ କାରିଗର ଙ୍କ ଆଧାର କାର୍ଡ ଓ ବ୍ୟାଙ୍କ୍ ଖାତା ସଂଯୋଗିକରଣ ନିମନ୍ତେ ସର୍ବେକ୍ଷଣ କାର୍ଯ୍ୟ ଆଜି ଶିଖପାଲି ଠାରେ ଆରମ୍ଭ ହୋଇଛି

0
SHARES
14
VIEWS

ରାମକୃଷ୍ଣ ମାଲକାନଗିରି ସଂଘର୍ଷ ରିପୋର୍ଟର: ହସ୍ତଶିଳ୍ପ କାରିଗର ଙ୍କ ଆଧାର କାର୍ଡ ଓ ବ୍ୟାଙ୍କ୍ ଖଟା ସଂଯୋଗିକରଣ ନିମନ୍ତେ ସର୍ବେକ୍ଷଣ କାର୍ଯ୍ୟ ଆଜି ଶିଖପାଲି ଠାରେ ଆରମ୍ଭ ହୋଇଛି l

ଏହି କାର୍ଯ୍ୟକ୍ରମରେ ଶ୍ରୀ ଲୁଲୁମ୍ବା ସିଂ ଧାରୁଆ (ସହକାରୀ ନିର୍ଦ୍ଦେଶକ) ହସ୍ତଶିଳ୍ପ ପ୍ରୋତ୍ସାହକ ଗୁରୁଚରଣ ଓ କ୍ଲଷ୍ଟର ସଂଯୋଜକ ରାମ କୃଷ୍ଣ ଚୌଧୁରୀ ଉଅପଥିତ ରହିଥିଲେ l ସମସ୍ତ କୁମ୍ଭାର ମାନଙ୍କ ତଥ୍ୟ ସଂଗ୍ରହ ସହ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଜଣାଇଥିଲେ l ବିଶ୍ଵକର୍ମା ଯୋଜନା, ଶିଳ୍ପୀ ଗୃହ, ସରଞ୍ଜାମ ସହାୟତା, ଭତ୍ତା ଓ ଅନ୍ୟ ସମସ୍ତ ଯୋଜନା ବିଷୟରେ ଆଲୋଚନା ହୋଇଥିଲା l କିପରି ଏହି ସମସ୍ତ ଯୋଜନାର ଲାଭ ସମସ୍ତେ ପାଇବେ ଏଥି ନିମନ୍ତେ ବିଭାଗ ସର୍ବଦା ତତ୍ପର ରହିଛି ବୋଲି କହିଥିଲେ l ଜିଲ୍ଲାରେ ପ୍ରାୟ ୫୦୦୦ରୁ ଅଧିକ ହସ୍ତଶିଳ୍ପ କାରିଗର ରହିଛନ୍ତି, ସେମାନଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବାର କାର୍ଯ୍ୟ ବହୁତ ଶୀଘ୍ର ହେବ ବୋଲି ଧାରୁଆ ମହୋଦୟ କହିଥିଲେ l
ରାମକୃଷ୍ଣ ମାଲକାନଗିରି ସଂଘର୍ଷ ରିପୋର୍ଟର: ମାଲକାନଗିରିରୁ ରାମ କୃଷ୍ଣ ଚୌଧୁରୀ ଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us