ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
-ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି ମନ୍ତ୍ରୀ
-ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣା ଯାଉଛି ଯୋଗାଣ ମନ୍ତ୍ରୀ
-ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା: ମନ୍ତ୍ରୀ
-‘୪୫ରୁ ୫୦ଟଙ୍କାରେ କାହିଁକି ବିକ୍ରି ହେଉଛି ସମୀକ୍ଷା କରାଯାଉଛି’
-‘ପଶ୍ଚିମବଙ୍ଗରୁ କିଛି ଦିନ ହେବ ଆମଦାନୀ ବନ୍ଦ ଥିବାରୁ ଦର ବଢ଼ିଛି’
-‘ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ |