Search
Close this search box.

ଯୋଡ଼ା ରେ ବୁଲିଲା ସୁଭଦ୍ରା ରଥ

0
SHARES
4
VIEWS

ଯୋଡ଼ା ୧୨/୦୯(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ପରିସରରେ ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ପ୍ରଥମ ଥର ପାଇଁ ସୁଭଦ୍ରା ରଥ ପରିକ୍ରମା ର ଶୁଭାରମ୍ଭ ହୋଇଯାଇଛି, ରାଜ୍ଯ ସରକାର ମହିଳା ମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ଯରେ କରିଥିବା ସୁଭଦ୍ରା ଯୋଜନା ର ସଠିକ ମାର୍ଗ ଦର୍ଶନ ଏହାର ଲକ୍ଷ୍ୟ ଥିବା ବେଳେ ଯୋଗ୍ୟ ହିତାଧିକାରୀ କେମିତି ଉପକୃତ ହେବେ ସେ ଦିଗରେ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର କୁ ଯାଇ ନିଶୁଳ୍କ ପଞ୍ଜୀକରଣ କରିବା ଏହାର ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ଯୋଡା ପୌରପାଳିକା ର ବିଭିନ୍ନ ୱାର୍ଡ ଓ ବସ୍ତି ଗୁଡ଼ିକ ରେ ଏହି ସଚେତନ ରଥ ବୁଲୁଥିଲା, ଏହି ରଥ କୁ ବିଭିନ୍ନ ବର୍ଗର ମହିଳା ମାନେ ବନ୍ଦାପନା କରି ଏହାକୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ, ଏହି ପରିପ୍ରେକ୍ଷୀରେ ଶିଶୁ କଲ୍ଯାଣ ଓ ବିକାଶ ଅଧିକାରିଣୀ ମାନସୀ ବେହେରା ମଧ୍ଯ ଉପସ୍ଥିତ ରହିବା ସହ ପୌରପାଳିକା ର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ

    Related News

    Follow Us