Search
Close this search box.

ଆନ୍ତରାଜ୍ୟ ଚନ୍ଦ୍ର ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର ଚାମ୍ପିଅନ

0
SHARES
3
VIEWS

ଜୁନାଗଡ୨୭/୧୨(sangharsatv) : କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଆନ୍ଧ୍ରରାଜ୍ୟ ଚନ୍ଦ୍ର ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ ଜୟପୁର ବନାମ ନବରଙ୍ଗପୁର ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା । ଜୟପୁର ଦଳ ପ୍ରଥମେ ଟସ୍ ଜିତି ଫିଲିଡିଂ କରିବାର ନିଷ୍ପତ୍ତ ନେଇଥିଲେ । ନବରଙ୍ଗପୁର ଦଳ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ରେ ୨୧୨/୯ ରନ୍ କରିଥିଲେ । ଏହାର ଜବାବ ରେ ଜୟପୁର ଦଳ ୨୯ ଓଭରରେ ରେ ସମସ୍ତ ୱିକେଟ ହରାଇ ୧୮୮ ରନ୍ ସଂଗ୍ରହ କରି ଥୁଲା । ୨୪ ରନ ରେ ନବରଙ୍ଗପୁର ଦଳ ବିଜୟୀ ହେବା ସହ ଚାମ୍ପିଅନ ହୋଇଥଲେ ।ନବରଙ୍ଗପୁର ଦଳ ର ଅର୍ଜୁନ ମଲ୍ୟୟ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୨୮ ରନ ଓ ୩ ୱିକେଟ ନେଇ ମେନଅଫଦିମ୍ୟାଚ ହେଇଥିଲେ । ଟୁର୍ଣ୍ଣମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବେ ମେଅଫଦି ସିରିଜ ନବରଙ୍ଗପୁର ଦଳ ର ରବିଶଙ୍କର ହେଇଥିଲେ । ମ୍ୟାଚରେ ଅମ୍ପାୟାର ଭାବେ ଅସିତ୍ ପଟ୍ଟନାୟକ, ଓ ଦିପେନ୍ ସାହୁ ଖେଳ ପରିଚାଳନା କରିଥିବା ବେଳେ ସ୍ମାରର ପରମେଶ୍ବର ପୋଢ଼ ଓ ମୁନୁ ବେହେ ନୀତିଶ ମହାପାତ୍ର, ବିନୟ ସାହୁ, ମାନସ ସାହୁ, ସତିଶ ପ୍ରଧାନ, ଯାଭିଦ ଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ଅତିଥ୍‌ ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଏନସି ଅଧକ୍ଷ ମୁକେଶ ଅଗ୍ରୱାଲ, ସମାଜ ସେବୀ ସୋନ୍ତୋଷ ସାହୁ, ଉଦ୍ଧବ ସାହୁ, ଶୈଳେଶ ସାହୁ, ଏନସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ, ଓଜେଇଓ ସଂପାଦକ ସନ୍ତୋଷ ସିଂଦେଓ,କର୍ତ୍ତବ୍ୟ ଚିଫ ଏକ୍ୟୁସିଆଇଟିଭ ଅଶୋକ ପଟ୍ଟନାୟକ ସ୍ବର୍ଗତ ଚନ୍ଦ୍ର ସାହାଣୀଙ୍କ ଧର୍ମପତ୍ନୀ ପ୍ରଭାତୀ ସାହାଣୀ,ଇଶ୍ବର ପୁଝାରୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ, ଉପସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ, ମାନସ ସାହୁ, ଦିଲୀପ ପଣ୍ଡା, ସୁଶୀଲ ଠାକୁର, ନିହାର ପଣ୍ଡା, ରମଣୀ ପଣ୍ଡା, ସୁଜିତ୍ ପଣ୍ଡା, ମନୁ ସାହୁ, ସୁଧାଂଶୁ ବାରାଡ, ପପୁ ଭଞ୍ଜ, କ୍ରୀଷ୍ଣା ନାଏକ, ବାପୁନି, ବଣ୍ଟି, ସୁରଜ୍,ରାଜା, ବିକି, ରାହୁଲ,ରଞ୍ଜନ, ଜିତୁ, କାଶୀ ଘି, ସୁରେଶ ବାଗ, କାଳିଆ କନ୍ଧପାନ ବିଶ୍ବ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ

    Related News

    Follow Us