Search
Close this search box.

ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ଉଯାପନି l

0
SHARES
6
VIEWS

ଆଙ୍କର: କ୍ରୀଡା ହେଉଛି ଶିକ୍ଷାର ଏକ ମାଧ୍ୟମ, କ୍ରୀଡା ଦ୍ବାରା ମାନସିକ ଓ ଶାରିରୀକ ବିକାଶ ଘଟୁଥିବା ବେଳେ କ୍ରୀଡା କ୍ଷେତ୍ରରେ ଯୁବ ପ୍ରତିଭାର ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ବାରା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଟେକିନକାଲ ହାଇସ୍କୁଲ ଖେଳ ପଢ଼ିଆ ଠାରେ ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବର ଉଯାପନି ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଡିସେମ୍ବର ୧୮ ତାରିଖ ରୁ ଆରମ୍ଭ ହୋଇଥିବା ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆସିକାର ବ୍ଲକ୍ ସ୍ତରୀୟ କ୍ରୀଡା ମହୋତ୍ସବ ଆଜି ଉଯାପନୀ ହୋଇଥିବା ବେଳେ ସମସ୍ତ ପଞ୍ଚାୟତ ଓ ବ୍ଲକରୁ ଫୁଟବଲ୍, ଭଲିବଲ୍, ଖୋକୋ, କବାଡି, କ୍ରିକେଟ୍, ହିକି ପରି ୬ଟି ପ୍ରତିଯୋଗୀତାରେ ଉଭୟ ପୁରୁଷ ଏବଂ ମହିଳା ଦଳ ମାନେ ଅଂଶ ଗ୍ରହଣ କରିଥିଲେ l କ୍ରୀଡ଼ାରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ସମସ୍ତ ଦଳକୁ ପର୍ଯ୍ୟାୟ କ୍ରମେ ପୁରସ୍କାର ପ୍ରଦାନ କରାଯାଇଥିଲା l ପ୍ରତିଟି ଖେଳର ଚମ୍ପିୟାନ ଟିମ୍ ମାନଙ୍କୁ ୨୦ ହାଜର ପୁରସ୍କାର ରାଶି ସହ ଟ୍ରଫି, ସେହିପରି ଫାଷ୍ଟ ରନର ଅଫ୍ କୁ ୧୫ ହାଜର ପୁରସ୍କାର ରାଶି ସହ ଟ୍ରଫି, ସେକେଣ୍ଡ ରନର ଅଫ୍ କୁ ୧୦ ହାଜର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଫକୀର ଚରଣ ପରଡ଼ା, ବ୍ଲକ୍ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ବ୍ଲକ୍ ଉପାଧ୍ୟକ୍ଷା ରେଶେମା ଦୋରା, ବିଜେଡି ବରିଷ୍ଠ ନେତା ଭଗବାନ ସାହୁ,
ଗଞ୍ଜାମ ଜିଲ୍ଲା ବିଜୁ ଜନତାଦଳ ଜୋନ୍ ଯୁବ ସଭାପତି ନଚିକେତା ସ୍ୱାଇଁ କ୍ରୀଡା ସଂଘର ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ଆସିକା କ୍ରୀଡା ସଂଘର ସମ୍ପାଦକ ତାରିଣୀ ଚରଣ ସେନାପତି ପ୍ରମୁଖ ଉପସ୍ଥିତ ରହି ଥିଲେ l

    Related News

    Follow Us