କ୍ରୀଡା ଉତ୍ସବ ଆସିକା ୨୩/୧୨/୨୩ ଆସିକା ବ୍ଳକ ପ୍ରଶାସନ ପକ୍ଷରୁ ୦୬ ଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତା ଟେକ୍ନିକାଲ ହାଇସ୍କୁଲ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି ଆସିକା ବ୍ଲକ ର ଯୁବ ଗୋଷ୍ଠି ମାନଙ୍କ ମଧ୍ୟରେ କ୍ରୀଡା ର ବିକାଶ ପାଇଁ ଓ କ୍ରୀଡା ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ କୁ ଅନେକ ଯୁବ ସଂଗଠନ।ପ୍ରଶଂସା କରିଛନ୍ତି ଆଜିର ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ କୁ ଆସିକା
।ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଫକୀର
ଚରଣ ପରିଡାଙ୍କ ପୌରହିତ୍ୟରେ ବିଧାୟିକା ମଞ୍ଜୁଳା ସ୍ଵାଇଁ,ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଉପାଧିକ୍ଷା ରେଶମା ଦୋରା, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ସଦସ୍ୟା ଅନିମା ପରିଡା, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ଖାରିଆ ସରପଞ୍ଚ ଜୟନ୍ତୀ ସାହୁ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ,ସରପଞ୍ଚ ଜୟନ୍ତୀ ବେହେରା , ଆଲିପୁରୁ ସରପଞ୍ଚ ଜୋତ୍ରୀମଇ ନାହାକ,ପ୍ରମୁଖ ଉପସ୍ଥିତରହିଥିଲେ ଆସିକା ବ୍ଲକର ଏ ବି ଡି ଓ ତଥା ଏକାଉଣ୍ଟକ୍ଷଣ୍ଟ ପ୍ରିୟମ୍ବଦା କାଉଁର ସହଯୋଗ କରିଥିଲେ ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ୧୩ ବର୍ଷ ଠାରୁ ୩୫ ବର୍ଷ ପର୍ଯ୍ୟନ୍ତ ବୟସ ର ଯୁବକ କୋମଳ ପୁରସ୍କୃତଗ୍ରହଣ କରିଥିଲେ। ସେହିଭଳି କେନ୍ଦୁପଦର
ହାଇସ୍କୁଲ ଖେଳ ପଡିଆ, ବାବନପୁର ମିନି
ଷ୍ଟାଡିଅମ, ଏବଂ କାଳଷଣ୍ଢ ପୁର ମିନି
ଷ୍ଟାଡିଅମରେ ଅନୁଷ୍ଠିତ ଖେଳ ପ୍ରତିଯୋଗିତା ର କୃତୀ ପ୍ରତିଯୋଗି ମାନଙ୍କୁ ଏହି
ଉଦଯାପନୀକାର୍ଯ୍ୟକ୍ରମ ରେ ଅତିଥୁ ମାନଙ୍କୁ
କରାଯାଇଥିଲା କ୍ଷ ବ୍ଲକ ପକ୍ଷରୁ କ୍ରିକେଟ ଖେଳ ପାଇଁ ୩୧ ଗୋଟି ପୁରୁଷ କ୍ରିକେଟ ଦଳ,ଭଲି ଖେଳ ପାଇଁ ୧୧ ଗୋଟି ଦଳ,ପୁରୁଷ କବାଡି ଖେଳ ପାଇଁ ୨୫ ଦଳ ଏବଂ ମହିଳା କବାଡି ୧୧ ଗୋଟି ଦଳ, ପୁରୁଷ ଖୋ ଖୋ ୧୯ ଦଳ, ମହିଳା ଖୋ ଖୋ ୧୦ଟିମ, ଫୁଟବଲ ନିମନ୍ତେ ପୁରୁଷ ୦୪ ଗୋଟି ଦଳ ଏବଂ ମହିଳା ୦୨ ଗୋଟି ଦଳ ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ଯୁବ ପ୍ରତିଭାକୁ ବହୁ ଦଳ ପାଇଁ gioi age
ବକ୍ତା ଉଚ୍ଚ ପ୍ରଶଂସା କରିଥିଲେ କ୍ଷ ଏହି
କାର୍ଯ୍ୟକ୍ରମ କୁ ଗ୍ରାମ ପଂଚାୟତ ସାମ୍ପ୍ରସକ୍ଷରଣ ଅଧିକାରୀ ସୁଶାନ୍ତ ନାୟକ ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ଭୂୟାଁ କାର୍ଯ୍ୟକ୍ରମ ସହଯୋଗ କରିଥିଲେ କ୍ଷ ଏହି ଛଅ ଦିନିଆ କ୍ରୀଡା କାର୍ଯ୍ୟକ୍ରମ କୁ ବିଭିନ୍ନ କଲେଜ,
ସ୍କୁଲ ର କ୍ରୀଡା ଶିକ୍ଷକ ସ୍ଵଦେଶ ଦଳାଇ, ପଦ୍ମଚରଣ ବିଷୋୟୀ, କୈଳାଶ ଚନ୍ଦ୍ର ଗୌଡ଼,ଇନ୍ଦିରା ଦାସ, ପି ଆନନ୍ଦ ପାତ୍ର, ମନମୋହନ ବଡତ୍ୟା, ନବଘନ ବାଡ଼ତ୍ୟା, ଚନ୍ଦ୍ର ଶେଖର ଦାସ,
ଚନ୍ଦ୍ର କଳା ସାହୁ, ଶୁଭଶ୍ରୀ ତ୍ରିପାଠୀ, ଏବଂ କାହ୍ନକ୍ଷ ଦାସ ପ୍ରମୁଖ ସହଯୋଗ କରିଥିଲେ କ୍ଷ ଆଠ ଗୋଟିଖେଳ ର ବିଜେତା ଦଳକୁ ୨୦ହଜାର ଟଙ୍କା ଉପ ବିଜେତା ଦଳ କୁ ୧୫ ହଜାର ଏବଂ ତୃତୀୟ ଏବଂ
ଚତୁର୍ଥ ବିଜେତା କୁ ୧୦ ହଜାର ଟଙ୍କା ସହ ଟ୍ରଫିପ୍ରଦାନ କରାଯାଇଥିଲା ।