Search
Close this search box.

ଆସିକା ଏଣ୍ଡୋର ଷ୍ଟାଡିୟମରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କ୍ରୀଡା ପ୍ରତିଯୋଗିତା

0
SHARES
12
VIEWS

ଆସିକା-ତା -୧୦/୬/୨୪ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ସମର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।୮ରୁ ୧୬ବର୍ଷ ମଧ୍ୟରେ ହୋଇଥିବା କ୍ରୀଡ଼ାବିତଙ୍କୁ ନେଇ ମେ ୧ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି କ୍ରୀଡ଼ା ପ୍ରତିଯୋଗିତା। ଏମ ପି ଆଇ ଏସ ଆସ୍କା ସମର କ୍ୟାମ୍ପ ଏଣ୍ଡର ୧୩,୧୪ ଓ ୧୭କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଅଣ୍ଡର ୧୩ର ପ୍ରସିଦ୍ଧ ପ୍ରିୟା ବିଜେତା ହୋଇଥିବା ବେଳେ ଏସ ଆଶିଷ କୁମାର ଆଚାର୍ଯ୍ୟ ଉପ ବିଜେତା ହୋଇଛନ୍ତି। ସେହିପରି ଅଣ୍ଡର ୧୫ପକ୍ଷରୁ ଦାସୁ ସାଇ ହେମନ୍ତ ବିଜେତା ଓ ସଞ୍ଚିତ ପ୍ରଧାନ ଉପବିଜେତା ହୋଇଛନ୍ତି। ଅଣ୍ଡର ୧୭ପକ୍ଷରୁ ଶ୍ରୀକାନ୍ତ ପାଢ଼ୀ ବିଜେତା ଓ ରାଜ ଶେଖର ଦାଶ ଉପବିଜେତା ହୋଇଛନ୍ତି। ସମସ୍ତ କ୍ରୀଡା ପ୍ରତିଯୋଗିତା ଖେଳ ପ୍ରଶିକ୍ଷକ ଚନ୍ଦନ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏହି ପ୍ରରିପ୍ରେକ୍ଷୀରେ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅଥିତି ଭାବେ ବରିଷ୍ଠ ବ୍ୟାଣ୍ଟ ବିଣ୍ଟନ ଖେଳାଳୀ ସାଗର ସାବତ,ପାନାସୋନିକ୍ କ୍ରିକେଟ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ମୁନି, ଅଶୋକ କୁମାର ବେହେରା,ଶିକ୍ଷକ ଅଶୋକ ଆଚାରୀ,ଗୋଲ୍ଡ ମେଡେଲିଷ୍ଟି ବଡିବିଲ୍ଡିଙ୍ଗ୍ ଏସ ସନ୍ତୋଷ କୁମାର ଆଚାରୀ ପ୍ରମୁଖ ଯୋଗଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

    Related News

    Follow Us