Search
Close this search box.

କେନ୍ଦ୍ରାପଡ଼ା : ଅସହାୟ ପତି ପତ୍ନୀ ଙ୍କୁ ସମାଜସେବୀ ପ୍ରଜ୍ଞାପରମିତା ପ୍ରଧାନ ଏବଂ କୁନା ଦିଗାଲ ଙ୍କ ମିଳିତ ସହଯୋଗରେ ମିଳିଲା ବାର୍ଦ୍ଧକ୍ୟ ଭତ୍ତା..

0
SHARES
11
VIEWS

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ବରକନ୍ଦା ପଞ୍ଚାୟତ ସାଠିଏବାଟି ଗ୍ରାମ ର ଅସହାୟ ଗରିବ ନିରୀହ ବୃଦ୍ଧ ବୃଦ୍ଧା ଙ୍କୁ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ରାଜ୍ୟ ଉପ ଅଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଏବଂ ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପ ସଭାପତି କୁନା ଦିଗାଲ ଙ୍କ ମିଳିତ ସହଯୋଗ ରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି l ଏହି ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ନା ମିଳୁ ଥିଲା ଭତ୍ତା ନା ମିଳିଛି ଆବାସ ଗୃହ ନା ମିଳିଛି ବିଜୁ ପକ୍କାଘର l ସରକାରୀ ସହାୟତା କହିଲେ କେବଳ ମାସକୁ ପାଞ୍ଚ କିଲୋ ହିସାବ ରେ ଦୁହିଁଙ୍କ ର ଦଶକୀଲୋ ଚାଉଳ ରେ ବଡ଼ ଦୁଃଖ କଷ୍ଟ ରେ ଚଳୁଛନ୍ତି l ପାଖରେ ନିଜର ବଲି ଦେଖା ସୁଣା କରିବା ନିମନ୍ତେ କେହି ନାହାନ୍ତି l କିଛି ଦିନ ପୂର୍ବରୁ ଉକ୍ତ ଗ୍ରାମ ର ଜଣେ ସମାଜସେବୀ ନିର୍ମଳ ଏହି ବୃଦ୍ଧ ବୃଦ୍ଧା ଙ୍କ ନିକଟକୁ କୌଣସି କାମରେ ଯାଇଥିଲେ l ସେଠାରେ ତାଙ୍କ ଦୁଃଖ ଦେଖି ସହ୍ୟ ନ କରିପାରି ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ରାଜ୍ୟ ଉପଅଧ୍ୟକ୍ଷା ପ୍ରଜ୍ଞାପରମିତା ପ୍ରଧାନ ଙ୍କୁ ଜଣେଇ ଥିଲେ l ସେଇ ଖବର୍ ଟି ଶ୍ରୀମତି ପ୍ରଧାନ କୁନା ଦିଗାଲ ଙ୍କ ନିକଟକୁ ସମସ୍ତ କାଗଜପତ୍ର ପଠେଇ ଏହି ଦୁହିଁଙ୍କ ଭତ୍ତା କରେଇ ଦେବା ନିମନ୍ତେ ଆଲୋଚନା କରିଥିଲେ l ଉକ୍ତ ବିଷୟରେ ଶ୍ରୀ ଦିଗାଲ ତତ୍ପର ହେଇ କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଏବଂ ବ୍ଲକ୍ ସମାଜ ସୁରକ୍ଷା ଅଧିକାରୀ ଦୀପକ ରଞ୍ଜନ ପରିଡ଼ା ମହୋଦୟ ଙ୍କୁ ବୃଦ୍ଧା ବୃଦ୍ଧ ଦୁହିଁଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା କରିବା ନିମନ୍ତେ କହିଥିଲେ l ଉକ୍ତ ଦୁଇ ଅଧିକାରୀ ତତ୍ପର ହେଇ ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ନାମରେ ଭତ୍ତା ସାଙ୍ଗସନ୍ କରି ତାଙ୍କ ଘରକୁ ନେଇଁକି ଭତ୍ତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି l କିଛି ଦିନ ପୂର୍ବରୁ ପ୍ରଜ୍ଞା ମେମ୍ ଉକ୍ତ ପରିବାର ଙ୍କୁ 4000 ଚାରି ହଜାର ଟଙ୍କା ପ୍ରଦାନ କରି କିଛି ଦୋକାନ ସାମଗ୍ରୀ ଦେଇ ସହଯୋଗ କରିଥିଲେ l ବହୁ ଦିନ ଅପେକ୍ଷା କରି ଭତ୍ତା ପାଇବା ଆଶା ଛାଡ଼ି ଥିଲେ ଦୁଇ ସ୍ୱମୀ ସ୍ତ୍ରୀ l ପ୍ରଜ୍ଞାପରମିତା ପ୍ରଧାନ ଏବଂ ଶ୍ରୀ ଦିଗାଲ ଙ୍କ ଏଭଳି ସହଯୋଗ କୁ ଦେଖି ବୃଦ୍ଧ ଦମ୍ପତି ଦୁହେଁ ସାଧୁବାଦ ଜଣେଇବା ସହିତ ଅଞ୍ଚଳ ବାସି ଧନ୍ୟବାଦ ଜଣେଇବା ସହିତ କୃତଜ୍ଞତା ଜଣେଇ ଛନ୍ତି l

    Related News

    Follow Us