Search
Close this search box.

ଆଉ ନିର୍ବାଚନ ଲଢିବିନି ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ

0
SHARES
8
VIEWS

ଆଉ ନିର୍ବାଚନ ଲଢିବିନି ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ । ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି ପ୍ରାୟ ଲଢିବି ନାହିଁ । ମୋର ଦଳ ନାହିଁ କି ଖରକାଗଜ ନାହିଁ ମୋର କିଛି ନାହିଁ । ସଂପାଦକ ପଦ କାହିଁକି ଛାଡିଲେ ପ୍ରଶ୍ନରେ #ସୌମ୍ୟଙ୍କ ପ୍ରତିକ୍ରିୟା । ଯେଉଁ ସମ୍ବାଦିକଙ୍କୁ ଗଢିଥିଲି, ତାଙ୍କ ଗୁଣ ଦେଖି ଛାଡିଲି ବୋଲି କହିଲେ ସୌମ୍ୟ । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ।
୨୦୧୫ର ଜଗନ୍ନାଥ ମନ୍ଦିର ଯାଇନି ବୋଲି କହିଲେ ସୌମ୍ୟ । ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କିନକଲି ସନ୍ଦେହ ସୃଷ୍ଟି କଲେ ସାମ୍ବାଦିକ । ଜଗନ୍ନଥ ଅସଲି କିନକଲି ଯଦି ଜାଣିନୁ; ଯେଉଁଠ ୁଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ ।
ବିକାଶ ନାଁରେ ରାସ୍ତାଘାଟ, କୋଠାବାଡି କରିଦେଲେ ବିକାଶ ନୂହେଁ କହିଲେ ସୌମ୍ୟ । ବାହ୍ୟ ବିକାଶ ତୁଳନାରେ ଓଡିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଓଡିଆ ଅସ୍ମିତାର ପ୍ରମାଣ ଓଡିଆ ଯୁବକଙ୍କ ପାଖରେ ମୁଁ ଦେଖୁନି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଙ୍କୋଚ ନୁହଁନ୍ତି ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us