Search
Close this search box.

ପୁରୁଷୋତ୍ତମପୁର ସହର ରେ ମଧ୍ୟ ବାଲୁକା ଶିଳ୍ପୀ ମାନେ ଶ୍ରୀରାମ ଙ୍କ ବାଲୁକା ମୂର୍ତ୍ତି ତିଆରି କରିଥିଲେ

0
SHARES
34
VIEWS

ପୁରୁଷୋତ୍ତମପୁରରେ ମଧ୍ୟ ପ୍ରତ୍ୟକ ଘରେ ଶ୍ରୀରାମଙ୍କୁ ଆନନ୍ଦ ସହକାରେ ପୂଜା ଅର୍ଚନା କରି ପ୍ରତ୍ୟେକ ଘର ଆଗରେ ଝୋଟି ପକା ସହିତ କୁମ୍ଭରଖା ଯାଇଥିଲା ଏବଂ ଦୀପ ଜଳା ଯାଇଥିଲା | ସେହିପରି ଗଡ଼ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଖରେ ଥିବା ହନୁମାନ ଏବଂ ଶ୍ରୀ ରଘୁନାଥ ମନ୍ଦିର ନିକଟରେ ପୂଜା ଅର୍ଚନା ହୋମ କରାଯାଇଥିଲା | ତତ ସହିତ ଶ୍ରୀ ରାମଙ୍କ ରଥକୁ ବିରାଟ ପଟୁଆର ସହିତ ରାମ,ଲକ୍ଷଣ, ହନୁମାନ ବେଶରେ କୁନି କୁନି ପିଲାଙ୍କୁ ସଜ୍ଜିତ କରି ପୁରୁଷୋତ୍ତମପୁର ସହରର ବିଭିନ୍ନ ସାହି ପରିକ୍ରମା କରାଯାଇଥିଲା |ଏବଂ 3000 ତିନି ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଉଥିଲା | ଏହି କାର୍ଯ୍ୟକ୍ରମକୁ ପୁରୁଣା ଜଗନ୍ନାଥ ସାହି ଏବଂ ଗଡ଼ସାହିର ମାନ୍ୟଗଣ ବ୍ୟକ୍ତିଙ୍କ ସହଯୋଗରେ କରାଯାଇଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ପର୍ଶୁରାମ ଗୌଡ଼ ଏବଂ ରଘୁନାଥ ମହାରଣା ତାଙ୍କୁ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ ପୁରୁଷୋତ୍ତମପୁର ସହର ବାସୀ ଶେଷରେ ନୃତ୍ୟ,ଗୀତ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ଲୋକମାନେ ଉପଭୋଗ କରିଥିଲେ | ତତ ସଙ୍ଗେ ସଙ୍ଗେ କଲେଜ ଚ୍ଛକ ନିକଟରେ ଥିବା ପରିବା ମାର୍କେଟ ରେ ମା ତାରାତାରିଣୀ ବାଣିଜ୍ୟ ସଂଘ ତରଫରୁ ହୋମ,ଅନ୍ନଯଜ୍ଞ ଏବଂ ଅଷ୍ଟପ୍ରହରୀର ଆୟୋଜନ କରାଯାଇଥିଲା ତତ ସଙ୍ଗେ ସଙ୍ଗେ ପାଞ୍ଚ ହଜାର ଲୋକ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା | ପରିବା ବଜାରର ସମସ୍ତ ପରିବା ବ୍ୟବସାୟୀ ବାଇକରେ ଜୟଶ୍ରୀରାମ ଧ୍ୟନ୍ନିରେ ପୁରୁଷୋତ୍ତମପୁର ସହରକୁ ପ୍ରକମ୍ଫିତ କରିଥିଲେ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ କିଶୋର ଚନ୍ଦ୍ର ଦାଶ (ସଭାପତି )ନୀଳାଞ୍ଚଳ ମହାପାତ୍ର (ଉପସଭାପତି }ପ୍ରକାଶ ଚନ୍ଦ୍ର ସାହୁ (କେସିଅର)ପୁର୍ଣଚନ୍ଦ୍ର ଦାଶ(ସେକ୍ରେଟାରୀ)ରବୀନ୍ଦ୍ର ମହାପାତ୍ର (କୋଷାଧ୍ୟକ୍ଷ)ଙ୍କ ସହିତ ପରିବା ମାର୍କେଟର ସମସ୍ତ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ | ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ରେ ପ୍ରଥମ ଥର ପାଇଁ ବାଲୁକା ଶିଳ୍ପୀଙ୍କ ଦ୍ୱାରା ରାମଲାଲାଙ୍କ ମନ୍ଦିର ଓ ରାମଜୀଙ୍କ ବାଲିରେ ପ୍ରତିମୂର୍ତ୍ତି ନିର୍ମାଣ ହୋଇଅଛି | ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ରେ ପ୍ରଥମ ଥର ପାଇଁ ପାଣ୍ଡିଆ ଛକ ନିକଟସ୍ଥ ଇକୋନୋମିଂକ କଡିଟର ଠାରେ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ମହାଙ୍କୁଡଙ୍କ ତତ୍ଵାବଧାନରେ ଉତ୍ତରପ୍ରଦେଶ ର ଅଯୋଧ୍ୟା ଠାରେ ରାମଲାଲାଜୀଙ୍କ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଜାତୀୟ ସ୍ଥରରେ ଏହି ଉତ୍ସବକୁ ଉତ୍ସାହିତ ଭାବେ ପାଳ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ରେ ପ୍ରଥମ ଥର ପାଇଁ ପାଣ୍ଡିଆ ଛକ ନିକଟସ୍ଥ ଇକୋନୋମିଂକ କଡିଟର ଠାରେ ବାଲୁକା ଶିଳ୍ପୀ ନାରାୟଣ ସାହୁ, ଅରୁଣ କୁମାର ବାଡତିଆ, ପାର୍ଥ ପାଣିଗ୍ରାହୀଙ୍କ ତୁଳୀରେ ଏକ ସୁନ୍ଦର ଭାବେ ରାମମନ୍ଦିର ଓ ରାମଲାଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ l ଏହି ରାମଲାଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିବାରୁ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ଖୁସୀ ଅନୁଭବ କରି ବାଲୁକା ସ୍ଲୀପି ନାରାୟଣ ସାହୁ, ଅରୁଣ କୁମାର ବାଡତିଆଙ୍କ ସହିତ ପୁରୁଷୋତ୍ତମପୁର ଏନଏସିର ଅଧକ୍ଷାଙ୍କ ପ୍ରତିନିଧି ତଥା କାଉନସିଲର ଅଶୋକ କୁମାର ମହାଙ୍କୁଡଙ୍କ ସହାୟତାରେ ଏହି ବାଲୁକା ଶିଳ୍ପୀମାନେ ରାମଲାଲାଙ୍କ ସହିତ ମନ୍ଦିରଟିକୁ ବାଲିରେ ନିର୍ମାଣ କରିପାରିଥିଲେ l ଏଣୁ ସମସ୍ତକୁ ଅଞ୍ଚଳ ବାସୀ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି | ପୁରୁଷୋତ୍ତମପୁରରେ ମଧ୍ୟ ପ୍ରତ୍ୟକ ଘରେ ଶ୍ରୀରାମଙ୍କୁ ଆନନ୍ଦ ସହକାରେ ପୂଜା ଅର୍ଚନା କରି ପ୍ରତ୍ୟେକ ଘର ଆଗରେ ଝୋଟି ପକା ସହିତ କୁମ୍ଭରଖା ଯାଇଥିଲା ଏବଂ ଦୀପ ଜଳା ଯାଇଥିଲା | ସେହିପରି ଗଡ଼ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଖରେ ଥିବା ହନୁମାନ ଏବଂ ଶ୍ରୀ ରଘୁନାଥ ମନ୍ଦିର ନିକଟରେ ପୂଜା ଅର୍ଚନା ହୋମ କରାଯାଇଥିଲା | ତତ ସହିତ ଶ୍ରୀ ରାମଙ୍କ ରଥକୁ ବିରାଟ ପଟୁଆର ସହିତ ରାମ,ଲକ୍ଷଣ, ହନୁମାନ ବେଶରେ କୁନି କୁନି ପିଲାଙ୍କୁ ସଜ୍ଜିତ କରି ପୁରୁଷୋତ୍ତମପୁର ସହରର ବିଭିନ୍ନ ସାହି ପରିକ୍ରମା କରାଯାଇଥିଲା |ଏବଂ 3000 ତିନି ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଉଥିଲା ଏହି କାର୍ଯ୍ୟକ୍ରମକୁ ପୁରୁଣା ଜଗନ୍ନାଥ ସାହି ଏବଂ ଗଡ଼ସାହିର ମାନ୍ୟଗଣ ବ୍ୟକ୍ତିଙ୍କ ସହଯୋଗରେ କରାଯାଇଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ପର୍ଶୁରାମ ଗୌଡ଼ ଏବଂ ରଘୁନାଥ ମହାରଣା ତାଙ୍କୁ ସମ୍ପୂର୍ଣ ଭାବେ ସହଯୋଗ କରିଥିଲେ ପୁରୁଷୋତ୍ତମପୁର ସହର ବାସୀ ଶେଷରେ ନୃତ୍ୟ,ଗୀତ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ଲୋକମାନେ ଉପଭୋଗ କରିଥିଲେ | ତତ ସଙ୍ଗେ ସଙ୍ଗେ କଲେଜ ଚ୍ଛକ ନିକଟରେ ଥିବା ପରିବା ମାର୍କେଟ ରେ ମା ତାରାତାରିଣୀ ବାଣିଜ୍ୟ ସଂଘ ତରଫରୁ ହୋମ,ଅନ୍ନଯଜ୍ଞ ଏବଂ ଅଷ୍ଟପ୍ରହରୀର ଆୟୋଜନ କରାଯାଇଥିଲା ତତ ସଙ୍ଗେ ସଙ୍ଗେ ପାଞ୍ଚ ହଜାର ଲୋକ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା | ପରିବା ବଜାରର ସମସ୍ତ ପରିବା ବ୍ୟବସାୟୀ ବାଇକରେ ଜୟଶ୍ରୀରାମ ଧ୍ୟନ୍ନିରେ ପୁରୁଷୋତ୍ତମପୁର ସହରକୁ ପ୍ରକମ୍ଫିତ କରିଥିଲେ ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ କିଶୋର ଚନ୍ଦ୍ର ଦାଶ (ସଭାପତି )ନୀଳାଞ୍ଚଳ ମହାପାତ୍ର (ଉପସଭାପତି }ପ୍ରକାଶ ଚନ୍ଦ୍ର ସାହୁ (କେସିଅର)ପୁର୍ଣଚନ୍ଦ୍ର ଦାଶ(ସେକ୍ରେଟାରୀ)ରବୀନ୍ଦ୍ର ମହାପାତ୍ର (କୋଷାଧ୍ୟକ୍ଷ)ଙ୍କ ସହିତ ପରିବା ମାର୍କେଟର ସମସ୍ତ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ |

    Related News

    Follow Us