Search
Close this search box.

ଜୁରୁଡ଼ି ରେଳ ଷ୍ଟେସନ ର ପୁନର୍ବିକ

0
SHARES
113
VIEWS

ଜୁରୁଡ଼ି ରେଳ ଷ୍ଟେସନ ର ପୁନର୍ବିକ। ଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନ ମନ୍ତ୍ରୀ ମୋଦି
ଯୋଡା୨୬/୨(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ରେ ଥିବା ବ୍ୟସ୍ତ ବହୁଳ ଜୁରୁଡି ଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ ଯୋଜନା ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମ ବାର ୧୨.୪୫ମିନିଟ ସମୟରେ ଭିଡିଓ କନ୍ଫରେନ୍ସିଂ ମ।ଧ୍ୟମ ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି ଅବସରରେ ଭାରତ ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ,ରେଳ ରାଜ୍ୟ ମନ୍ତ୍ରୀ ଦର୍ଶନ।ବିକ୍ରମ ଜରଦୋଶ,ଖଣି ଓ କୋଇଲା ମନ୍ତ୍ରୀ ରାଓସାହେବ୍ ପାଟିଲଦନଭେ,ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ପାଳ ରଘୁବର ଦାସ, ଭିସି ଜରିଆରେ ଉପସ୍ଥିତ ଥିଲେ । ଜୁରୁଡି ଷ୍ଟେସନ ଠାରେ ଆୟୋଜିତ ସଭାରେ ନିମନ୍ତ୍ରିତ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,ପୂର୍ବତନ ସାଂସଦ ଅନନ୍ତ ନାଏକ,ଯୋଡା ପୌର।ଧ୍ୟକ୍ଷ ଡକ୍ଟର ଜଗଦୀଶ ପ୍ରସାଦ ସାହୁ,ପୌର ଉପାଧ୍ୟକ୍ଷ। ସନ୍ଧ୍ୟା ପାତ୍ର,ଜୁ ସରପଂଚ ସୁଭକ।ନ୍ତି ସଏ, ଚକ୍ରଧର ପୁର ର ଆସିଷ୍ଟାଣ୍ଟ ଡ଼ିଭିଜନ।ଲ ରେଲୱେ ମ୍ୟାନେଜର ରଣ ବିଜୟ କୁମାର ,ଡ଼ିଭିଜନ।ଲ ପର୍ସନ।ଲ ଅଫିସର ଅମରେନ୍ଦ୍ର ନାଥ ମିଶ୍ର,ରେଲୱେ ଟ୍ରାଫିକ ଇନ୍ସପେକ୍ଟର ସଂଜିତ କୁମାର ସିଂ, ଜୁରୁଡି ଷ୍ଟେସନ ମ୍ୟାନେଜର ଶଶିକାନ୍ତ ଯୋଜ ଙ୍କ ସମେତ ରେଳ ବାଇ ର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।ବିଧାୟିକା ମହାନ୍ତ ଅଧିକ ଯାତ୍ରୀବାହୀ ରେଳ ଗାଡ଼ି ଖଣି ଅଞ୍ଚଳ ଦେଇ ଯା ଆସ କରିବା ଦାବି ସହିତ ଯୋଡା ,ବଂ।ଶପାଣି ରେଳ ଲାଇନ ନିର୍ମାଣ ପାଇଁ ରେଳ ବିଭାଗ କୁ ଦାବି ଜଣାଇଥିଲେ ।ସେହିପରି ପୂର୍ବତନ କେନ୍ଦୁଝର ସାଂସଦ ଅନନ୍ତ ନାଏକ ରେଳ ବାଇ ର ବିକାଶ ଖଣି ଅଞ୍ଚଳରେ ବହୁ ଜରୁରୀ ବୋଲି କହିବା ସହିତ ରାଜ୍ୟ ସରକାର ଅଧିକ ରୁ ଅଧିକ ଜମି ଯୋଗାଇ ଦେଲେ ରେଳ ବାଇ ର ବିକାଶ ହେବ ବୋଲି କହିଥିଲେ ।ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୫କୋଟି ବ୍ୟୟ ବରାଦ ରେ ଜୁରୁଡି ରେଳ ଷ୍ଟେସନ ବିକାଶ ଅତ୍ୟାଧୁନିକ ସୁବିଧା ସୁଯୋଗ ଯାତ୍ରୀ ମାନଙ୍କ ପାଇଁ କରାଯିବ ବୋଲି ଏଡିଆରଏମ ରଣ ବିଜୟ କୁମାର କହିଥିଲେ ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

    Related News

    Follow Us