ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ସମାରୋହରେ ଯୋଗ ଦେବା ପାଇଁ #ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ #ନିମନ୍ତ୍ରଣ କରାଯାଇଛି। ଶୁକ୍ରବାର #ଅଯୋଧ୍ୟା #ରାମ #ମନ୍ଦିର ନିର୍ମାଣ କମିଟିର #ସଭାପତି ନୃପେନ୍ଦ୍ର ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ଆରଏସଏସ ନେତା ରାମ ଲାଲ ରାଷ୍ଟ୍ରପତି ଭବନ ଯାଇ ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହକୁ ନିମନ୍ତ୍ରଣ କରିଥିଲେ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ