-କାଏମ ରହିଲା ବିଜେପିର ୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର
-ଦଳୀୟ ଟିକେଟ୍ରୁ ନାମାଙ୍କନ ଭରିଥିଲେ ମମତା ମହାନ୍ତ
-ସ୍ୱାଧୀନ ଭାବେ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ
-ଉଭୟ ପ୍ରାର୍ଥୀ ମମତା ଓ ଜଗନ୍ନାଥଙ୍କ ପ୍ରାର୍ଥିପତ୍ର କାଏମ
-ଯାଞ୍ଚବେଳେ ଉଭୟଙ୍କ ପ୍ରାର୍ଥିପତ୍ର କାଏମ ଥିବା ସୂଚନା
-ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨