Search
Close this search box.

ବାଜ୍ୟାପ୍ତି ହେଲା ନିଶା ବେପାରୀଙ୍କ ସମ୍ପତ୍ତି

0
SHARES
1
VIEWS

ବାଜ୍ୟାପ୍ତ ହେଲା ନିଶା ବେପାରୀଙ୍କ ସମ୍ପତ୍ତି। ଜଟଣୀ ମୁଣ୍ଡିଆ ସାହି ଶିବ ପ୍ରସାଦ ଦାସଙ୍କ ୭୪ ଲକ୍ଷ ୭୫ ହାଜର ଟଙ୍କାର ସମ୍ପତ୍ତି ହେଲା ବଜ୍ୟାପ୍ତ ହେଲା। ବ୍ରାଉନସୁଗର ବେପାର କରି ଗିରଫ ହୋଇଛନ୍ତି ଶିବ। ୨୦୨୨ ଜାନୁଆରୀ ୨୫ ତାରିଖରେ ଶିବକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିବା ସହ ତାଙ୍କ ନିକଟରୁ ୩.୧କେଜି ବ୍ରାଉନସୁଗାର ଜବତ କରିଥିଲା। ୩ ବିଦେଶୀ ବନ୍ଧୁକ, ୭ ମାଗାଜିନ, ୪୩ ରାଉଣ୍ଡ ଗୁଳି ସହ ୬୫ ଲକ୍ଷ ୩୨ ହାଜର ୨ ଶହ ଟଙ୍କା ଜବତ କରିଥିଲା ଏସ୍‌ଟିଏଫ୍‌।
ବ୍ରାଉନସୁଗର କାରବାର ମାମଲାରେ ଶିବଙ୍କୁ ମିଶେଇ ୬ ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌। ତାଙ୍କଠାରୁ ଜବତ ଟଙ୍କା ଓ ବ୍ୟାଙ୍କ ଜମାକୁ ବଜ୍ୟାପ୍ତ କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। କୋର୍ଟ ଏବେ ଏହି ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଅନୁମତି ଦେଇଛନ୍ତି।
ସୂଚନାରୁ ପ୍ରକାଶ, ରାଜଧାନୀ ଭୁବେଶ୍ୱର ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଅଛନ୍ତି ବ୍ରାଉନସୁଗର ବେପାରୀ। ସେମାନେ ଟାର୍ଗେଟ କରୁଥିଲେ କଲେଜ ବଢ଼ୁଆ ଛାତ୍ରଛାତ୍ରୀଙ୍କୁ। ବିଶେଷ କରି ଇଞ୍ଜିନିୟରିଂ କଲେଜ ପାଖରେ କାୟା ବିସ୍ତାର କରୁଛନ୍ତି ବ୍ରାଉନସୁଗର ମାଫିଆ। ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗ ତନାଘନା ସତ୍ତ୍ୱେ ସେମାନେ କାୟା ବିସ୍ତାର କରୁଛନ୍ତି।

📌-୭୩ ଲକ୍ଷ ୭୫ ହାଜର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି
📌-ଜଟଣୀ ମୁଣ୍ଡିଆସାହି ଶିବ ଦାସଙ୍କ ସମ୍ପତ୍ତି ବାଜ୍ୟାପ୍ତି
📌-୩.୧କେଜିର ବ୍ରାଉନସୁଗାର ଜବତ, ଶିବ ପ୍ରସାଦ ଗିରଫ
📌-୩ ବିଦେଶୀ ବନ୍ଧୁକ, ୭ ମାଗାଜିନ୍, ୪୩ ରାଉଣ୍ଡ ଗୁଳି ଜବତ
📌-୬୫ ଲକ୍ଷ ୩୨ ହାଜର ୨ଶହ ନଗଦ ଟଙ୍କା ଜବତ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us