ଅସିକ:ଆସିକା ଅଞ୍ଚଳରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଳୁର ଅଭାବ ଦେଖାଦେଇଥିବା ବେଳେ ଦୀର୍ଘ ପ୍ରାୟ ୫ ଦିନ ପରେ ପଶ୍ଚିମବଙ୍ଗରୁ ଅସି ୩୦ ଟନ୍ ଆଳୁ ଅମ ଅସିବରେ ପହଞ୍ଚିଛି । ବ୍ୟବସାୟୀମାନେ ସେଗୁଡ଼ିକୁ ନେଇ ଗ୍ରାହକଙ୍କୁ । ବର୍ତମାନ ଦେଇନଗୁଡ଼ିକରେ ଅଳ୍ପ ସରିଯାଇଥିବାରୁ ପୁଣି ଆସିକାରେ ଅନୁ ସଂଳନ ଦେଖାଦେଇଛି ।ଗଞ୍ଜାମ ଜିଲ୍ଲାର ଅନ୍ୟତମ ପେଣ୍ଠସ୍ଥଳୀ ଅସିକାକୁ ଦୈନିକ ୫୦ ଟନ୍ ଆଳୁ ପଶ୍ଚିମବଙ୍ଗରୁ ଆସୁଥିଲା । ତେବେ ଗତ କିଛି ଦିନ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଲକ୍ଷ୍ମୀନାଥ
ଗେଟ୍ରେ ଶବ୍ଦ ଏକ ଆନୁଗୋଝେଇ ଟ୍ରକ କୌଣସି କାରଣରୁ ଅଟକି ରହିଥିବା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅକୂଳ ବୃତ୍ରିମ ଅଭାବ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଆସିକାରେ ମଝି ପଡ଼ିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରଖରଟିଙ୍କ ଚଢିବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟନ୍ତ ପରିମାଣର ଅଳ୍ପ କେବେ ଆସିବ ସେ ପ୍ରଶ୍ନର ଉତ୍ତର କାହାରି ପଖରେ ନାହିଁ । ଆସିକା ଅଞ୍ଚଳର ଜନୈକ ପାଇକାରୀ ଆଳୁ, ବ୍ୟବସାୟୀ ୩୯ କିଲୋ ଅନୂ ପ୍ୟାକେଟକୁ ଜନସାଧାରଣଙ୍କସ୍ଵାର୍ଥକୁ ଗୁରୁତ୍ଵ ଦେଇ ୧୧ ଶହ ଟଙ୍କାରେ କିଛି କରିଥିବା ବେଳେ ଖୁଚୁରା ବ୍ୟବସସୀମାନେ କିଲୋ ପ୍ରତି ୩୫ରୁ ୩୬
ଟଙ୍କାରେ ବିକ୍ରୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।କିନ୍ତୁ ଅଳ୍ପ ଦିନ ଖୁଚୁରା ବଜାରରେ ୩୫ ରୁ ୩୬ ଟଙ୍କା
ପାଇକାରୀ ବଜାରରେ କିଲୋ ପ୍ରତି ୨୮ ଟଙ୍କ ୨୦ ଓ ପଇସା ଦିଗରେ କେତେକ ବ୍ୟବସାୟୀ ଦରଅଧିକ କରୁଥିବା ଜଣାପଡ଼ିଛି । ଅନୁ ସଂକଟ ଦେଖା ଦେଇ ଥିବା ଯୋଗୁଁ ଗରିବଙ୍କ ପଖାଳ ସବୁ ଅନୁ ଏବେ ଏକ ପ୍ରଜର ଗାଏଡ୍ ହୋଇଯାଇଛି । ଅସିବା ଯୋଗଣ ଅଧିକାରୀ ବିଶ୍ୱଜିତ୍ ସେଠୀ ଅମ୍ବିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ପାଇକାରୀ ଓ ଡୁବୁର ଆଳୁ ବ୍ୟବସାୟ କେନ୍ଦ୍ରକୁ ଗସ୍ତ କରି
ସ୍ଥିତି ଅନୁଧନ କରି ଫେରିଛନ୍ତି । ପ୍ରତ୍ୟେକ ତରକାରୀ ପାଇଁ
ଅନୁ ଏକ ଅତ୍ୟାବଶ୍ୟକ ସାମଗ୍ରୀ । ଗତ କିଛି ଦିନ ହେଲା
ପନିପତିକ ଦର ଅସଙ୍ଗ ସହର ତଥା ଏହାର ଅପପାଏ
କେତେକ ଅଞ୍ଚଳରେ ଆକାଶ ଛୁଆଁ ରହିଥିବାରୁ ଗଠିବ ଓ
ନିମ୍ନମଧଟିଲ ପରିଗର ଅନୁ ଉପରେ ନିର୍ଭର କରି ପରିବର
ଚଳର ଆସୁଥିଲେ । ଅନୁ ସଂହତିକୁ ନେଇ ସାଧାରଣ
ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ
ଚିନ୍ତାରେ ପଡ଼ିଛନ୍ତି । ପକେଟକୁ ବାଧିଲେ ବି ତରକାରୀ ପାଇଁ
ଅତି ଆବଶ୍ୟକ ଆଳୁକୁ କେତେକ ବର୍ଷ କ୍ରୟ କରିବାକୁ ବାଧ
ହେଉଛନ୍ତି। ଆସିକା ଅଞ୍ଚଳରେ ପନିପରିବା ଦର ଯାହା
ସେଥିରେ ପୁଣି ଦର ସାଧୁଛି ଆଳୁ ସଂକଟ । ଅନୁର ସଂକଟ
ଯୋଗୁଁ ବିଦ୍ୟାଳୟରେ ମହୁ ଭୋଜନଠାରୁ ଆରମ୍ଭ କରି
ଜଳଖିଆ ଦୋକାନ, ଦବତା ଠେଲା ଭଳି
ଛୋଟ ବ୍ୟବସାୟୀମାନେ ବିଶେଷ ଭାବେ ପ୍ରଭାବିତ
ହେଉଛନ୍ତି । ଯୋଗାଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧନ
ଦେଇ ଆସିକା ଅଞ୍ଚଳରେ ଦେଖାଦେଇଥିବା ଅନ୍ୟଦଳୀୟ
ସମଗ୍ରୀ ଅନୁ ସଂକଟକୁ ଦୂର କରିବା ଦିଗରେ ପଦକ୍ଷେପ
ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।