Search
Close this search box.

ବିଜେଡି ର ୨୭ତମ ପ୍ରତିଷ୍ଠା ଦିବସରେ ୧୪ନମ୍ବର ୱାର୍ଡ଼ ରେ ପଦଯାତ୍ରା

0
SHARES
3
VIEWS

ବିଜେଡି ର୨୭ତମ ପ୍ରତିଷ୍ଠା ଦିବସ ଶଂଖ ଭବନ ଠାରେ ମହାସମାରୋହରେ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱର ୧୪ ନମ୍ବର ୱାର୍ଡ଼ରେ ଏକ ବିଶାଳ ଶୋଭାଯାତ୍ରାରେଏକହଜାରରୁ ଉର୍ଦ୍ଧ ଲୋକ ଉତ୍କଳ ହସ୍ପିଟାଲ ଛକ ଠାରୁ ବାହାରି ଦଶ ଗୋଟି ସାହି ଅଞ୍ଚଳ ଗୁଡ଼ିକ ରେ ପଦଯାତ୍ରା କରାଯାଇଥିଲା ବେଳେ ଶେଷରେ ଏକ ମନ୍ଦିର ପରିସରରେ ସଭାର ଆୟୋଜନ କରାଯାଇଥିଲା ଯେଉଁଥିରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମତ୍ସ୍ୟ ନିଗମର ଅଧ୍ୟକ୍ଷ ସୁବାସ ପାତ୍ର, ନିର୍ମାଣ ଶ୍ରମିକ ବୋଡର ଅଧକ୍ଷା ଶ୍ରୀମୟୀ ମିଶ୍ର, ସ୍ଥାନୀୟ କରପରେଟର ମୋନାଲିସା ସାହୁ ଏବଂ ବିଜେଡି ର ସାଧାରଣ ସଂପାଦକ ମନୋଜ କୁମାର ସାହୁ ଯୋଗଦେଇ ଏକ ଶପଥ ପାଠ କରାଇଥିଲେ ଏଥି ସହିତ ବିଜେଡିର ବିକାଶ ଦିଗରେ ପଦକ୍ଷେପ ଉପରେ ଏକ ଗୀତ ଗାଇ ଥିଲେ ଜଣେ କର୍ମୀ ଯାହାକି ୧୪ ୱାର୍ଡ଼ ରେ ବିକାଶ ମୁଳକ କାମ ରେ ଲୋକ ବହୁତ ଖୁସି ଥିବା ଏହି କାର୍ଯ୍ୟ କୁ ସୁଚାରୁରୂପେ ସମ୍ପାଦନ କରି କରପରେଟର ମୋନାଲିସା ସାହୁ ଏବଂ ମନୋଜ କୁମାର ସାହୁ କିଭଳି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକମାନଙ୍କ ଆଶା ଭରସାକୁ ଅତୁଟ ରଖିବାକୁ ଚେଷ୍ଟା କରୁଥିଲେ ତାହା ଜନ ସମାଗମ ରୁ ବାରିହୋଇ ପଡିଥିଲା ଆସନ୍ତୁ ଶୁଣିବା କଣ କହୁଛନ୍ତି ଅତିଥି ମାନେ

ଭୁବନେଶ୍ୱର ରୁ ପ୍ରମୋଦ କୁମାର ପରିଡ଼ା

    Related News

    Follow Us