ଯାଜପୁର ଜିଲ୍ଲା ପଣସା ପଂଚାୟତ ଅନ୍ତର୍ଗତ ପାଟପୁର, ରଘୁନାଥ ଗାଁ ଦେଇ ବହି ଯାଇଛିବୈତରଣୀ ନଦୀ ଏହି ନଦୀ ପିଠ ରୁ ବାଲି ହେଉଛି ଚୋରା ଚାଲାଣ, ନିଘା ନାହିଁ ଜିଲ୍ଲା ପ୍ରଶାସନ ର ହଇରାଣ ହେଉଛନ୍ତି ଗ୍ରାମ ର ଅଧିବାସୀ, ଦିନକୁ ଦିନ ବଢି ଚାଲିଛି ଦୃଘଟଣା, ବିନା ଟେଣ୍ଡର ରେ ଦିନକୁ ଚୋରା ବାଲି ସହ ସହ ଗାଡି ବୋହି ବାର ବ୍ୟସ୍ତ କିନ୍ତୁ ସ୍ଥାନୀୟ ପ୍ରଶାସନ ସୋଇଛି ନିଘୋଡ଼ ନିଦରେ ଯଦି ନଇ ରେ ଆସେ ବନ୍ୟା ଲୋକେ ହେବେ ବିପଦ ର ସମ୍ମୁଖୀନ ତେଣୁ ଗାଁ ର ଲୋକେ ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଳ ମିଳୁନି ଆଗାମୀ ଦିନରେ ଦୁଇ ଗ୍ରାମର ଅଧିବାସୀ ଜିଲ୍ଲା ପାଳ ଙ୍କ ସମୁଖ ର ଆନ୍ଦୋଳନ କରିବେ ବୋଲି ଚେତା ବନି ଦେଲେନି, ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ