Search
Close this search box.

ଧର୍ମେନ୍ଦ୍ରଙ୍କ ନିଶାନାରେ ବିଜେଡି, କଂଗ୍ରେସ

0
SHARES
2
VIEWS

ଭୁବନେଶ୍ୱର,୧୬୧୨(ବ୍ୟୁରୋ):ଓଡ଼ିଶାରେ ସାଢେ ୪ କୋଟି ଲୋକଙ୍କଭିତରୁ ୧ କୋଟି ଲୋକ ଦାଦନ ଖଟୁଛନ୍ତି।ରୋଜଗାର ଆଶାରେ ନିଜ ବାପା ମାଆ ଓ ଆତ୍ମୀୟଙ୍କୁ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଯଦି ଏହି କଥାକୁ ୨୫ ବର୍ଷ ପରେ କାହାକୁ ରୂପାନ୍ତରଣ ଲାଗୁଛି ତେବେ ମହାପ୍ରଭୁଙ୍କ ଶରଣରେ ପଶିବା ଉଚିତ୍ ହେବ । ଆଜି ବିଜେଡିକୁ ଇଙ୍ଗିତ କରି ଏଭଳି ଶାଣିତ ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଶୁକ୍ରବାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲା। ଆଜି ଏହା ଉପରେ
ପ୍ରତିକ୍ରିୟା ରଖି ବିଜେଡିକୁ ସିଧା ଟାର୍ଗେଟ୍
କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଓଡ଼ିଶାରେ
କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା, ମମିତା
ମେହେର ହତ୍ୟାକାଣ୍ଡରେ ଶାସକ ଦଳର
ନେତାଙ୍କ ସମ୍ପୃକ୍ତି ଓ ଦାଦନ ସମସ୍ୟା
ଭଳି ବହୁ ପ୍ରସଙ୍ଗ ଅଛି।

    Related News

    Follow Us