Search
Close this search box.

ଆସିକା ବିଜୁଜନତାଦଳ ତରଫରୁ ୨୭ତମ ପ୍ରତିଷ୍ଠା ଦିବସ ପାଳିତ

0
SHARES
6
VIEWS

ଗଞ୍ଜାମ ଜିଲ୍ଲା ଆସିକା ବିଜୁ ଜନତା ଦଳ ପକ୍ଷରୁ ଆସିକା ଟାଉନ୍ ହଲ୍ ପଢିଆ ଠାରେ ବିଜୁ ଜନତା ଦଳର, ୨୭ତମ ପ୍ରତିଷ୍ଠା ଦିବସ ପାଳନ
କରାଯାଇଛି l ୨୬ ତମ ପୂର୍ତ୍ତି ଏବଂ ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ
ମାନ୍ୟବର ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରରେ ପହଞ୍ଚି ସମସ୍ତ ରୋଗୀ ମାନଙ୍କୁ କମ୍ବଳ ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝଥିଲେ l ଶେଷରେ ଟାଉନ୍ ହଲ୍ ପଢ଼ିଆ ଠାରେ ଦଳୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ଲକ୍ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ବ୍ଲକ ଉପାଧ୍ୟକ୍ଷା ରେଷେମା ଦୋରା, ଖାରିଆ ସରପଞ୍ଚ ଜୟନ୍ତୀ ସାହୁ ବିଜେଡି ବରିଷ୍ଠ ନେତା ଭଗବାନ ସାହୁ, ଶିବ ନାହକ, ଗଞ୍ଜାମ ଜିଲ୍ଲା ଜୋନ୍ ଯୁବ ସଭାପତି ନଚିକେତା ସ୍ୱାଇଁ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ବି. ମନୋଜ ଦୋରା ପ୍ରମୁଖ ଉପସ୍ଥତି ରହିଥିଲେ l ତେବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ କରା ଯାଉଥିବା ବେଳେ ‘ନବୀନ ଓଡ଼ିଶା’ ଗଢିବାର ଦୁଢ଼ ସଂକଳ୍ପ ନେଇଥିଲେ ବିଜେଡି କର୍ମୀ ଓ ନେତା ।

    Related News

    Follow Us