Search
Close this search box.

କାଗଜ କଲମରେ ଚାଲିଛିକୁକୁଡାଖଣ୍ଡି ବ୍ଲକରେ ଛତୁଆ ପ୍ରସ୍ତୁତ

0
SHARES
0
VIEWS

କୁକୁଡାଖଣ୍ଡି: କୁକୁଡାଖଣ୍ଡି ବ୍ଲକ ରେ ସମନ୍ଵିତ ଶିଶୁ ବିକାଶ
ଯୋଜନା ରେ ଅନ୍ତର୍ଭୁକ୍ତ ୨୨ଟି ପଞ୍ଚାୟତ ରେ ଅଙ୍ଗନବାଡି କେନ୍ଦ୍ର ର ଶିଶୁ,
ଗର୍ଭବତୀ ଙ୍କୁ ପ୍ରଦାନ କରାଯାଉଥ‌ିବା ଛତୁଆ, ବାଦାମ ଲଡ଼ ଅତ୍ୟନ୍ତ
ନିମ୍ନମାନର।ଯେଉଁ ସବୁ ଜିନିଷ ମିଶ୍ରଣ କରି ପ୍ରସ୍ତୁତି କରିବା କଥା ତାହା
ସବୁ ନିମ୍ନମାନର ମିଶ୍ରଣ କରାଯାଉଛି।ଏହାର କ୍ଵାଲିଟି ଟେଷ୍ଟ ପାଇଁ
ପଠାଯାଉଥିବା ଏବଂ ବଣ୍ଟନ କରାଯାଉଥିବା ଛତୁଆ ସବୁ ଭିନ୍ନ ଭିନ୍ନ
କ୍ଵାଲିଟି ଟେଷ୍ଟ ରେ ମଧ୍ୟ ଛତୁଆ ଖାଲି କାଗଜ କଲମରେ ଠିକ ବୋଲି
ଚାଲିଛି। ସିଡିପିଓ ଛତୁଆ କେନ୍ଦ୍ର ପରିଦର୍ଶନ କରୁଛନ୍ତି କିନ୍ତୁ ସେ ମଧ୍ୟ କାଗଜ
କଲମରେ ସବୁ ଠିକ ବୋଲି କହୁଛନ୍ତି କିନ୍ତୁ ତାହା ବାସ୍ତବ ରେ ଭିନ୍ନ।
ପୂର୍ବରୁ ବ୍ଲକ ର ଜଣେ ଛତୁଆ ପ୍ରଦାନ କେନ୍ଦ୍ର ପୂର୍ବତନ ଜିଲ୍ଲାପାଳ
ପରିଦର୍ଶନ କରି ସବୁ ଠିକ ଚାଲୁନଥ‌ିବା ଜାଣି ବନ୍ଦ କରିଥିଲେ। କିନ୍ତୁ
କିଛି ନ୍ୟସ୍ତ ରାଜନୈତିକ ସ୍ୱାର୍ଥବାଦୀ ବ୍ୟକ୍ତି ପୁଣି ସାଲାସୁତୁରା ହୋଇ
ସେ କେନ୍ଦ୍ର କୁ ଚଳାଇବାକୁ ପୁଣି ଅନୁମତି ଦେଇଥିଲେ।ବିଧାୟକ
ଦିଗପହଣ୍ଡି ଓ ବିଧାୟକ ଗୋପାଳପୁର ଏଦିଗରେ ଦୃଷ୍ଟି ଦେଇ ଏହାର
ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଦାବିକ ଜନସାଧାରଣ ରେ ହେଉଛି।।।

    Related News

    Follow Us