Search
Close this search box.

ସଂସଦ ଭବନକୁ ଯାତ୍ରାକଲେ କାଳିମେଘି ସରପଞ୍ଚ ସ୍ୱତନ୍ତ୍ର ଚେଞ୍ଜ ମେକର

0
SHARES
11
VIEWS

Brahmapur – 03 Jan 2024 – Page 4

ଦିଲ୍ଲୀ ସଂସଦ ଭବନକୁ ଯାତ୍ରାକଲେ କାଳିମେଘି ସରପଞ୍ଚ ସ୍ୱତନ୍ତ୍ର ଚେଞ୍ଜ ମେକର କାର୍ଯ୍ୟକ୍ରମରେ ଯୋଗଦେବେ ଅର୍ଜନା
କୋଦଳା,୨/୧/୨୪ ସ୍ୱତନ୍ତ୍ର‘ଚେଞ୍ଜମେକର କାର୍ଯ୍ୟକ୍ରମରେ ଯୋଗଦାନ ନେଇ ଦିଲ୍ଲୀ ନୂତନସଂସଦ ଭବନ ଅଭିମୁଖେ ଯାତ୍ରାରମ୍ଭ
କରିଛନ୍ତି ବେଗୁନିଆପଡ଼ା ବ୍ଲକ କାଳିମେଘି ପଞ୍ଚାୟତ ସରପଞ୍ଚ ଅର୍ଜନା ତ୍ରିପାଠୀ। ବିଗତ ଦିନରେ ଡିଆର୍‌ଡି ଏଦ୍ୱାରା ହୋଇଥିବା ଜିଲ୍ଲାସ୍ତରୀୟ ମହିଳା ନେତୃତ୍ବ ଶୀର୍ଷକ ପ୍ରଶିକ୍ଷଣକାର୍ଯ୍ୟକ୍ରମରେ କାଳିମେଘି ସରପଞ୍ଚ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ରାଜ୍ୟସ୍ତରାୟ ମହିଳା ନେତୃତ୍ୱ ଶୀର୍ଷକ ପ୍ରଶିକ୍ଷଣ(ସି ଛଳ ଏ ଚେଞ୍ଜ ମେକର) କାର୍ଯ୍ୟକ୍ରମକୁ ଯାଇଥିଲେ।ସେଠାରେ ମଧ୍ୟ ସେ ସଂସଦ ଭବନ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ହେଉଛନ୍ତି
ସମାଜ ପରିବର୍ତ୍ତନର ଜଣେ ଜଣେ ଚେଞ୍ଜ
ମେକର | ସରକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାରୀ ନେତୃତ୍ବ ନେବାରେ ଦକ୍ଷତା, ଅଭିଜ୍ଞତା,କୌଶଳ, ଶିଷ୍ଟତା, ନୀତି ନିଷ୍କତା ଉପରେ ଆଲୋଚନା ପର୍ଯ୍ୟାଲୋଚନା, ବିଭିନ୍ନ ବିଷୟରେ
ମତ ଓ ଭିନ୍ନମତ ପ୍ରଦାନର ଚମକ ଦେଖୁ
ପରେ ଓଡ଼ିଶାର ଦଶ ଜଣଙ୍କୁ ମନୋନୀତ
କରିଥିଲେ। ଏସଆଇଆରଡ଼ି/ ପିଆର
ତରଫରୁ ନୂଆଦିଲ୍ଲୀର ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବାକୁ ଥିବା ସର୍ବ ଭାରତୀୟ ବା ଜାତୀୟ ସ୍ତରୀୟ କର୍ମଶାଳାରେ ସରପଞ୍ଚ ଅର୍ଜନା ତ୍ରିପାଠୀ ଯୋଗ ଦେବେ। ଏନେଇ ସେ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କ ସମେତ
ଏସଆଇଆରଡି କୁ କୃତଜ୍ଞତା ଜଣାଇଛନ୍ତି।

    Related News

    Follow Us