Search
Close this search box.

ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶ କଟକ ନୀଳଗିରି ଗସ୍ତ

0
SHARES
14
VIEWS

ନୀଳଗିରି :ଦିବା ୧୨ ଘଟିକା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକ, କଟକ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ ନୀଳଗିରି ସ୍ଥିତ ସୂଚନା ଲୋକସମ୍ପର୍କ ବିଭାଗର କାର୍ଯ୍ୟାଳୟକୁ ପରିଦର୍ଶନରେ ଆସିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଏଇସୂର୍ୟା ସାମନ୍ତ ସାମିଲ ହୋଇ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ଵାଳ ଉପ ନିର୍ଦ୍ଦେଶକ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କୁ ସ୍ଵାଗତ କରିଥିଲେ। ଉପଖଣ୍ଡ ସ୍ତରରେ ଜେଉ ସୂଚନା କେନ୍ଦ୍ର ପଠଗାରା ରହିଛି ତାର ବିଭିନ୍ନ ସମସ୍ୟା ଓ ଅଧିକାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ରେ ଆଲୋଚନା କରିଥିଲେ। ସ୍ଥାନିୟ ପ୍ରଶାସନ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ ଉପୁଜିଥିବା ବିଭିନ୍ନ ସମସ୍ୟା ସହିତ ନୀଳଗିରି ଅଞ୍ଚଳ ର ବିଭିନ୍ନ ସମସ୍ୟା ଓ ଗଣମାଧ୍ୟମର ଭୂମିକା ପ୍ରଶାସନ ର ଦାୟିତ୍ଵ ସମ୍ପର୍କରେ ବିଶେଷ ଭାବରେ ଗୁରୁତ୍ଵ ଦେବା , ରାଜନୈତିକ ଦଳ ବିଧି ବ୍ୟବସ୍ଥା ସହିତ ସମନୟ ରକ୍ଷା କରିବା ପାଇଁ ଉପ- ନିର୍ଦ୍ଦେଶକ ଶ୍ରୀଯୁକ୍ତ ନାୟକ ଉପଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ନୀଳଗିରି ସାମ୍ବାଦିକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ସେମାନଙ୍କର ଅପତ୍ତି ଗୁହାରି ଶୁଣିଥିଲେ। ପରେ ଶ୍ରୀ ରଘୁନାଥ ଜୀଉ ଙ୍କୁ ଦର୍ଶନ କରି, ପ୍ରସାଦ ସେବନ କରି ,ନୀଳଗିରି ଗସ୍ତ ସମାପ୍ତ କରିଥିଲେ।

    Related News

    Follow Us