Search
Close this search box.

ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ,,

0
SHARES
19
VIEWS

ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ, ନୀଳଗିରି ବିଜୁ ଜନତା ଦଳ ର ମୁଖ୍ୟ ନେତା ସନ୍ତୋଷ ଖଟୁଆ ଙ୍କ ର ନେତୃତ୍ୱ ରେ ଏନ. ଏ. ସି.କଲ୍ୟାଣ ମଣ୍ଡପ ଠାରେ ଆଜି ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି,, ତେଣୁ କାର୍ଯ୍ୟକ୍ରମ ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କର ମହିଳା ମାନଙ୍କ ପ୍ରତି ମିଶନ ଶକ୍ତି ଦ୍ୱାରା ଯେଉଁ ଜନହିତ ଯୋଜନା କରିଛନ୍ତି,, ତାହା ଦେଶ ପାଇଁ ତଥା ମହିଳା ଙ୍କ ପାଇଁ ଅତି ସ୍ୱାଗତ ଯୋଗ୍ୟ ପଦେକ୍ଷପ ଅଟେ,, ତେଣୁ ମହିଳା ମାନେ ନିଜେ ସ୍ୱାଭାଲମ୍ବୀ ହୋଇ,ନିଜ ପରିବାର ଭରଣ ପୋଷଣ କରି ପାରୁଛନ୍ତି,, ଏବଂ ଗାଁ କୁ କାମ ମାକୁ ସନ୍ନମାନ,, ନୂଆ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ କରିବା ଦ୍ୱାରା,, ବର୍ତମାନ ଓଡିଶା ବିକଶିତ ର ରୂପାନ୍ତରିତ ହୋଇ ପାରୁଛି,,ତେଣୁ ଓଡିଶା ବିକାଶ କ୍ଷେତ୍ରରେ ମହିଳା ମାନେ ବାହ୍ୟ ଅଙ୍ଗ ବୋଲି ଏବେ ଦେଶ ଦେଖୁଛି, ଏବଂ ବକ୍ତବ୍ୟ ଶ୍ରୀ ଖଟୁଆ ଅଭିଭାଷଣ ଜଣାଇ, ଉପସ୍ଥିତ ରହିଥିବା ମହିଳା ସମାବେଶ ର,, ମହିଳା ନେତ୍ରୀ ଙ୍କ ଶହ ବହୁ ପଦାଧିକାରୀ ଓ ବରିଷ୍ଠ ବିଜେଡି ନେତା, ଙ୍କ ଶହ ପ୍ରମ୍ମୁଖ ଙ୍କୁ ସ୍ୱାଗତ ଜଣାଇଥିଲେ,,ଏବଂ ଆଗାମୀ ସାଧାରଣ ନିର୍ବାଚନ ରେ ମହିଳା ନେତ୍ରୀ ମାନଙ୍କ ର ଗୁରୁ ଦାୟିତ୍ୱ ରହିବା ସହିତ, ନୀଳଗିରି ବିଜେଡି ଏକ ତରଫା କିପରି ବାଜିମାତ କରିବ,, ବିରୋଧୀ ଙ୍କୁ ଯେପରି ପଂଚାୟତ, ସୋସାଇଟି, ଏନ ଏ ସି ଇଲେକ୍ସନ,ରେ ଧୂଳିସାତ କରି ଧୂଳି ଚଟାଇ ଥିଲା,, ତାହାକୁ ଲକ୍ଷ୍ୟ କରି, ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାଥୀ ଙ୍କୁ ଜିତେଇବା ଶହ ଷଷ୍ଠ ଥର ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କରେଇବା ପାଇଁ, ଜୟ ବିଜେଡି, ଜୟ ଶଙ୍ଖ,, ଜୟ ନବୀନ,, ଜୟ ସନ୍ତୋଷ ନାରାରେ ଉକ୍ତ ସଭାସ୍ଥଳ କମ୍ପି ଉଠିଥିଲା, ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।

    Related News

    Follow Us