Search
Close this search box.

ସମାନ୍ତର ଭାବେ ବିଜେପି ପକ୍ଷରୁ ନମୋ ନବ ମତଦାତା ସମ୍ମିଳନୀ ଏବଂ ସାଙ୍ଗଠନିକ ବୈଠକ

0
SHARES
3
VIEWS

ବିଜେପି ପକ୍ଷରୁ ଖମ୍ବେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ନମୋ ନବ ମତଦାତା ସମ୍ମିଳନୀ ଏବଂ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ରାଷ୍ଟ୍ର ଗଠନ ପାଇଁ ନୂତନ ମତଦାତାଙ୍କ ସହ ଏଲଇଡ଼ି ମାଧ୍ୟମରେ ଯୁବପିଡି ମାନଙ୍କୁ ଅନେକ ସନ୍ଦେଶ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ବିଜେପି ର ପୂର୍ବତନ ବିଧାୟକସରୋଜ ପାଢୀ, ଶ୍ରୀନିବସ ଭଞ୍ଜ,ରବୀନ୍ଦ୍ରନାଥ ପୋଲାଈ, ରାଜ୍ୟ କାର୍ଯ୍ୟକାରିଣାସଦସ୍ୟ ସେ ରାଜ ଭଞ୍ଜ, ମଣ୍ଡଳ
କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣପ୍ରଧାନ, ଶରତ ସ୍ୱାଇଁ, ବିଷ୍ଣୁ ଚରଣପ୍ରଧାନ, ଯୁବମୋର୍ଚା ସଭାପତି ବାଲ୍ମୀକି ସାହୁ, ଶଙ୍କର ମହାନ୍ତି, ସାଇରମ ବିଶ୍ବାଳ,ସୁନୀଲ ସ୍ୱାଇଁ, ଭି.କୋକନ ରାଓ, ସମେତ ମଧ୍ୟ ଅନୁଷ୍ଠିତ ହୋଇଥିଲା ଆସିକା ନିର୍ବାଚନ ମଣ୍ଡଳୀ ର ବୁଥ ସ୍ତରୀୟ କର୍ମକର୍ତା ମାନଙ୍କୁ ନେଇ ତୃଣ ମୂଳ ସ୍ତରରୁ କିଭଳି ଦଳ ମଜବୁତ ହେବ ତାହା ଉପରେ ଆଲୋଚନା ହୋଇଥିଲା ଅନ୍ୟମାନଙ୍କ ମଧ୍ୟରେ ବିଜୟ ସ୍ଵାଇଁ, ଯଜ୍ଞନାରାୟଣ ପଟ୍ଟନାୟକ,ଭିକି ପାତ୍ର, ଶଙ୍କର ପ୍ରଧାନ, ସୁରେଶ ପାତ୍ର, ପ୍ରମୁଖ ଉପସ୍ଥିତ ଶତାତ୍ଵିକ ବିଜେପି କର୍ମୀ ଯୋଗ ଦେଇଥିଲେ ଆସିକା ଏନ ଏ ସି ର ସବିତ୍ରୀ କଲ୍ୟାଣ ମଣ୍ଡପ ଏବଂ ଅଳ୍ପ ସାମ୍ନା ରେ ଥିବା ଖମ୍ବେଶ୍ଵରୀ ମନ୍ଦିର କଲ୍ୟାଣମଣ୍ଡପ ରେ ବିଜେପି ର ଦୁଇ ଭାଗ ରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ଦଳ ପାଈଁ ଏବଂ ବିରୋଧୀ ପାଇଁ ବାର୍ତ୍ତା ସୂଚନା ଦେଉଛି …………

    Related News

    Follow Us