Search
Close this search box.

ହାଇୱା ଗାଡି ଧକ୍କାରେ ବାଇକ ଚାଳକ ଗୁରୁତର

0
SHARES
5
VIEWS

ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଟେନସା ଫାଣ୍ଡି ଅନ୍ତର୍ଗତ ଟେନସା ୧୬ ନମ୍ବର ଘାଟିରେ ରାସ୍ତା ଉପରେ ହାଇୱା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଦିନ ୧୨ଟା ସମୟରେ ଜିନ୍ଦଲ କମ୍ପାନୀ କର୍ମଚାରୀ ଜ୍ୟୋତି ପ୍ରକାଶ ପ୍ରଧାନୀ ନାମକ ଏକ ଯୁବକ ବାଇକ ଯୋଗେ ଟେନସା ପଟୁ ବରସୁଆଁ ଅଭିମୁଖେ ଆସୁଥିବା ବେଳେ ଏକ K.P.S କମ୍ପାନୀର ହାଇୱା OD09P8668 -ନମ୍ବର ଗାଡିଟି ବାଇକ ଆରୋହୀଙ୍କୁ ପଛ ପଟୁ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଯୁବକ ଛିଟିକି ପଡି ଗୁରୁତର ହୋଇପଡିଥିଲେ। ଫଳରେ ସେଠାକାର ସ୍ଥାନୀୟ ଲୋକେ ଦେଖି ତୁରନ୍ତ କମ୍ପାନୀକୁ ଖବର ଦେଇଥିଲେ। ଖବର ପାଇ ଜିନ୍ଦଲ ପ୍ଲାଣ୍ଟର ଆମ୍ବୁଲାନ୍ସ ଗାଡି ଯୋଗେ ଉଦ୍ଧାର କରି ରାଉରକେଲା ଆର ଜିଏଚ୍ ହସ୍ପିଟାଲ୍ କୁ ପଠାଇ ଥିଲେ ସୁନ୍ଦରଗଡ଼ ରୁ ଦୀପ୍ତି ରଞ୍ଜନ ନାୟକ ଙ୍କ ରିପୋଟ

    Related News

    Follow Us