କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା
-କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ SCଙ୍କ ନିର୍ଦେଶ
-କାଲି ସନ୍ଧ୍ୟା ୫ଟା ସୁଦ୍ଧା ଯୋଗ ଦେବାକୁ ନିର୍ଦେଶ
-ଯୋଗ ନଦେଲେ ହୋଇପାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
-ପୁଣି ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
-ସୋସିଆଲ ମିଡିଆରୁ ପୀଡ଼ିତାଙ୍କ ଫଟୋ ହଟାଅ : SC
-ସେପ୍ଟେମ୍ବର ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି