Search
Close this search box.

ମମତା ବାନାର୍ଜୀ ଘରେ ପଡ଼ିଯାଇ ଆହତ

0
SHARES
119
VIEWS

ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ। ତାଙ୍କ କପାଳରେ ଆଘାତ ଲାଗି ରକ୍ତ ବୋହୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କୁ ହସ୍ପିଟାଲ ରେ ଆବଶ୍ୟକ ପରୀକ୍ଷା ଆଉ କପାଳରେ ଷ୍ଟିଚ ପରେ ଛାଡ଼ି ଦିଆ ଯାଇଛି।କିନ୍ତୁ କିପରି ତାଙ୍କ କପାଳରେ ଆଘାତ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଯାହା ଜଣା ପଡ଼ିଛି, ସେ ଘର ଭିତରେ ପଡିଯିବାରୁ ତାଙ୍କ କପାଳରେ ଆଘାତ ଲାଗିଛି। ସଂଘର୍ଷ ଟିଭି ପରିବାର ତରଫରୁ ତାଙ୍କର ଦୃତ ଆରୋଗ୍ୟ କାମନା କରି ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମର ପ୍ରାର୍ଥନା ।

    Related News

    Follow Us