Search
Close this search box.

ମାଲକାନଗିରି ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ଲୋରା ମହାପାତ୍ର ଏବଂ ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ତୁଳସୀ ଗସ୍ତ

0
SHARES
3
VIEWS

ମାଥିଲି :- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗ୍ରାମରେ ମାଲକାନଗିରି ଜିଲ୍ଲା ମହିଳା ପର୍ଯ୍ୟବେକ୍ଷିକା ଶ୍ରୀମତୀ ଲୋରା ମହାପାତ୍ର, ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ,ମହିଳା ଉପସଭାପତି ଶ୍ରୀମତୀ ସୁନୀତା ଜେନା ସ୍ଥାନୀୟ ସରପଞ୍ଚ ତୁମ୍ଭେଶ୍ୱର୍ ସମରଥ ଏବଂ ସ୍ଥାନୀୟ ବିଜୁଜନତା ଦଳର କର୍ମ କର୍ତ୍ତା ମାନଙ୍କ ସହ ତୁଳସୀ ଏବଂ କେରେମେଟି ଗ୍ରାମରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତା ପହଞ୍ଚାଇଥିଲେ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ତୁଳସୀ ଗ୍ରାମ ବିକାଶ ଦିଗକୁ ଆଗେଇଛି । ଗମନା ଗମନ , ବିଜୁ ସ୍ବାସ୍ଥ୍ୟ ବୀମା କାର୍ଡ, ପାନୀୟ ଜଳ, ରାସନ୍ କାର୍ଡ, ଏମିତିକି ତୁଳସୀ ବାସିଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ମାର୍ଟ ଫୋନ ଯୋଗାଇଦିଆଯାଇଥିଲା ଯାହା ଫଳରେ ସେମାନେ ଜରୁରୀ କାଳୀନ ସେବା ପାଇଁ ବ୍ୟବହାର କରିପାରୁଛନ୍ତି।ତୁଳସୀ ଗ୍ରାମର ପରିବର୍ତ୍ତନ ରାଜ୍ୟ ସରକାରଙ୍କ ବିକାଶର ଚିତ୍ରର ନଗ୍ନ ଉଦାହରଣ।
ବଦଳିଛି ରୂପ ରେଖ ବଦଳି ଯାଇଚି ଜନସାଧାରଣଙ୍କ ଭାଗ୍ୟ

    Related News

    Follow Us