Search
Close this search box.

ବିପର୍ଯ୍ୟୟ ଜୀବନ ବଞ୍ଚାଇବା ଖବର ପାଇ ତୁରନ୍ତ ପହଞ୍ଚିଲେ ବ୍ଲଡ଼ ବ୍ୟାଙ୍କ୍ ମଧୁସୂଦନ

0
SHARES
3
VIEWS

ମାଲକାନଗିରି ର ବ୍ଲଡ଼ ବ୍ୟାଙ୍କରେ ରହିଛି ମାତ୍ର ୫ଟୟ ବ୍ଲଡ଼ l ପରିସ୍ଥିତି ଏପରିକି ରକ୍ତଦେଲେ ହିଁ ରକ୍ତ ପାଇବ l
ଗତ ୨ଦିନଧରି ରିନା ପଢ଼ିଆମି (୧୬) କୋୟାଗିରି ଗ୍ରାମ ମାଟାପାକା ପଞ୍ଚାୟତ ନିବାସୀ ନିଜ ସାନ ମା ପାଇଁ ରକ୍ତ ଆବଶ୍ୟକ ଜାଣି ପାରି ସଦରମହକୁମାରେ ବିଭିନ୍ନ ଲୋକଙ୍କୁ ରକ୍ତ ମାଗି ବୁଲୁଥିଲେ l
ଆଜି ସମାଜସେବୀ ରାମ କୃଷ୍ଣ ଚୌଧୁରୀ ଖବରପାଇ ଅନ୍ୟ ସବୁ ସାଥିଙ୍କୁ ଜଣାଇଥିଲେ l ପରିଶେଷରେ ପୋଲିସ ବିଭାଗରୁ ମଧୁସୂଦନ ହନ୍ତାଳ ଙ୍କ ନମ୍ବର ପାଇ ଯୋଗାଯୋଗ କରିଥିଲେ l
ସେ ପରିସ୍ଥିତି ବିଷୟରେ ଖବର ବୁଝି ତୁରନ୍ତ ବ୍ଲଡ଼ ବ୍ୟାଙ୍କ୍ ଆସି ବ୍ଲଡ଼ ଦେଇଛନ୍ତି l
ଏପରି ସହଯୋଗ ପାଇ ରିନା ମଧୁସୂଦନ ଭାଇଙ୍କୁ ଅନେକ ଧନ୍ୟବାଦ ଦେବାସହ ଏହି ସହଯୋଗରୁଣ ନିମନ୍ତେ ନିଜର କୃତଜ୍ଞତା ଜଣାଇଥିଲେ l
ଭବିଷ୍ୟତରେ ରିନା ମଧ୍ୟ ରକ୍ତଦାନକରିବେ ବୋଲି ମଧୁସୂଦନ ଓ ରାମ କୃଷ୍ଣ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

    Related News

    Follow Us