Search
Close this search box.

ଆସିକା NAC ଓ ବ୍ଲକ ରେ ବିଭିନ୍ନ ସ୍ଥାନରେ ଠାରେ ପ୍ରଭୁ ଶ୍ରୀ ରାମ ମନ୍ଦିରର ଭିତ୍ତପ୍ରସ୍ତର ସ୍ଥାପନା

0
SHARES
2
VIEWS

ସତହେଲା କୋଟି କୋଟି ହିନ୍ଦୁଙ୍କ ଆଖିର ରାମ ମନ୍ଦିରର ସ୍ବପ୍ନ
ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ହେଲା ପ୍ରାଣ ପ୍ରତିଷ୍ଠା l ଭଗବାନ ରାମଙ୍କ ଆଗମନରେ ସମଗ୍ର ଭାରତ ହୋଇଛି ଆଜି ରାମମୟ l ପ୍ରଭୁ ରାମଚନ୍ଦ୍ରକୁ ନେଇ ଗ୍ରାମଠୁ ସହର ସବୁଠି ଦେଖିବାକୁ ମିଳିଛି ଏକ ପ୍ରକାର ଭକ୍ତିମୟ ପରିବେଶ l ଘରେ ଘରେ ଦୀପ ଜଳୁଛି
ରାମଲାଲାଙ୍କ ପାଇଁ ଭଜନ କୀର୍ତ୍ତନ ଚାଲିଲି l ଏଭଳି ଏକ ଭକ୍ତିମୟ ପରିବେଶ ଭିତରେ ଗଞ୍ଜାମ ଜିଲ୍ଲା ଆସିକା ପୁଡୁକ ସ୍ୱର ପଲ୍ଲୀ ଓ ଫୁଲସରପଲ୍ଲୀ ଠାରେ ମଧ୍ୟ
ଶ୍ରୀ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି l ପ୍ରଥମେ ଫୁଲସରପଲ୍ଲୀ ଗ୍ରାମରୁ ପ୍ରଭୁ ଶ୍ରୀ ରାମଙ୍କ ଏକ ଶୋଭା ଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ଭିତ୍ତିପ୍ରସ୍ତର ସ୍ଥାନରେ ପହଞ୍ଚିଥିଲେ ସମସ୍ତ ଗ୍ରାମବାସୀ l ପରେ ସେଠାରେ ପ୍ରଭୁ ରାମଙ୍କ ଏକ ବିଶେଷ ପୂଜା ଅର୍ଚ୍ଚନା ସହ ହୋମଯଜ୍ଞ୍ୟ କରାଯାଇ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଥିଲା l ଏହା ସହିତ ସେଠାରେ ସମସ୍ତ ରାମ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା l
ତେବେ ପୁଲସର ପଲ୍ଲୀ ଠାରେ ଶ୍ରୀରାମ ମନ୍ଦିର ଭିତ୍ତପ୍ରସ୍ତର ସ୍ଥାପନରେ ମୁଖ୍ୟ ଅତିଥି ଭାବେ ଚଢ଼ିଆପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ବ୍ଲକ୍ ଯୁବ ସଂଯୋଜକ ଭଗବାନ ସ୍ବାଇଁ, ସମିତି ସଭ୍ୟ ରିତା ଜେନା, ନ୍ୟାୟବ ସରପଞ୍ଚ ପ୍ରତିମା କୁମାରୀ ସାହୁ, ରବୀନ୍ଦ୍ର କୁମାର ସାହୁ, ପିତାମ୍ବର ଜେନା, ଶିବରାମ ଦାସ, ପୂର୍ବତନ ସରପଞ୍ଚ ବିଶ୍ଵନାଥ ଜେନା, ଭୀମ ବେହେରା, ସୂର୍ଯ୍ୟ ନାରାୟଣ ଦାସ, ଅଶୋକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ

    Related News

    Follow Us