Search
Close this search box.

ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମ

0
SHARES
15
VIEWS

ବ୍ରହ୍ମପୁର, ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ବିଭାଗୀୟ ପ୍ରଶାସନିକ ପଦାଧିକାରୀ ମାନଙ୍କ ସୁସଞ୍ଚାଳନରେ ଆୟୋଜିତ ଘରେ ଘରେ ଲକ୍ଷ୍ମୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆଭାସୀ ମାଧ୍ୟମରେ “ଗତିଶୀଳ ଓଡ଼ିଶା – ନବୀନ ଓଡ଼ିଶା ତଥା ୫ ଟି” ଅନ୍ତର୍ଭୁକ୍ତ “ଲକ୍ଷ୍ମୀ..” ବସ୍ ସେବାର ଶୁଭାରମ୍ଭ ହୋଇଯାଇଅଛି, ଉକ୍ତ ଶୁଭ ଉଦଘାଟନୀ ସମାରୋହରେ ଗଞ୍ଜାମ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ, ବିଧାୟିକା, ଜନପ୍ରତିନିଧି, ବିଜେଡ଼ିର ସର୍ବ ବର୍ଗିୟ ନେତୃବୃନ୍ଦ ତଥା ସାଧାରଣ ଜନତା ଉପସ୍ଥିତି ରହି ଜୟ ଜଗନ୍ନାଥ.. ଜୟ ଲକ୍ଷ୍ମୀ.. ଜୟ ନବୀନ.. ଧ୍ଵନିରେ ସଭାଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ଏବଂ ଏପରି ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଧନୀ ଶ୍ରେଣୀର ସୁବିଧା ରହିଥିବା ସ୍ୱଳ୍ପ ଦେୟ ଯୁକ୍ତ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଥିବାରୁ ସମସ୍ତ ଗଞ୍ଜାମ ଜିଲ୍ଲାବାସୀଙ୍କ ତରଫରୁ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ୫ ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ..।

    Related News

    Follow Us