Search
Close this search box.

ପୁରୁଷୋତ୍ତମପୁର ବ୍ଲକ ରୁ ବିଭିର୍ଣ୍ଣ ରୁଟ ଦେଇ ଚାଲିଲା ଲକ୍ଷ୍ମୀ ବସ, ଉଦଘାଟନ କଲେ ବ୍ଲକ ଧକ୍ଷକ୍ଷା ଓ ବିଡ଼ିଓ |

0
SHARES
3
VIEWS

ଆଜି ପୁରୁଷୋତ୍ତମପୁର ବ୍ଲକ ପରିସରରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମହିଳା, ସ୍କୁଲ, କଲେଜ ଛାତ୍ର, ଛାତ୍ରୀ, ଭିର୍ଣ୍ଣକ୍ଷମ, ମାନଙ୍କ ପାଇଁ କମ ମୂଲ୍ୟ ଅର୍ଥାଥ ପାଞ୍ଚ ଟଙ୍କାରେ ବ୍ଲକ ଠାରୁ ପଞ୍ଚାୟତ ଓ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ, ଯିବା ଆସିବା କରି ପାରିବା ପାଇଁ ଏହି ଲକ୍ଷ୍ମୀ ବସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି || ତେଣୁ ଆଜି ସକାଳେ ବ୍ଲକ ପରିସରରୁ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ଶିକୁଳା ସମିତି ସଭ୍ୟ ଦିବାକର ବେହେରା, ଆଛୁଳି ସମିତି ସଭ୍ୟ ସୁଧାକର ଗୌଡ଼, ଙ୍କ ସହିତ ଅନେକ ଜନ ପ୍ରତିନିଧି, ବ୍ଲକ ଷ୍ଟାଫ ଓ ଲକ୍ଷ୍ମୀ ବସର ସୁପର ଭାଇଜର ବାଣୀ ରୁପା ଦାଶ, ଏବଂ ଡ୍ରାଇଭର ଏବଂ କଣ୍ଡକ୍ଟର ଷ୍ଟାଫ ଉପସ୍ଥିତ ରହିଥିଲେ | ଏବଂ ବ୍ଲକ ଅଧକ୍ଷା ପିଙ୍କି ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ବର୍ତମାନ ଦୁଈ ଗୋଟି ବସ ଆସୁଛି ଯାହାକି ସକାଳ 6ଘଣ୍ଟ ଠାରୁ ବ୍ଲକ ପରିସରରୁ ବାହାରି ଆଚୁଲି ଛକ ଦେଇ ଚଢ଼େୟା ପଲି, ବଡ଼ ବରଙ୍ଗା, ସମା , ଚିଙ୍ଗୁଡ଼ି ଘାଇ , ଅରଖ ପୁର, ଶିକୁଳା ଦେଇ ପୁଣି ବ୍ଲକ କୁ ଆସି, ଦିନରେ ଥର ଯିବା ଆସିବା କରିବ, ସେହିପରି ଅନ୍ୟ ବସ ଟି ରଣ ଝାଲି ଛକ ଦେଇ କେଶପୁର ରାସ୍ତାରେ ରାଇପୁର ପଞ୍ଚାୟତ ର ତାରା ତାରିଣୀ ମନ୍ଦିର ଦେଇ ବ୍ରାହ୍ମଣ ଶାସନ, ନୁଆଁ ପଲି ଛକ ଦେଇ ଭାଟକୁମରଡ଼ା ଠାରୁ ବ୍ଲକ କୁ ଫେରି ପୁଣି ତିନି ଥର ଯିବା ଆସିବା କରିବ ବୋଲି ବିଡ଼ିଓ ମନୋଜ କୁମାର ନାୟକ କହିଛନ୍ତି | ପୁଣି ବସ ଆସିଲେ ଅନ୍ୟ ପଞ୍ଚାୟତ ରୁଟ ରେ ଯାତାୟତ କରିବ ବୋଲି କହି ଛନ୍ତି | ଏହାଦ୍ୱାରା ସମସ୍ତ ଙ୍କର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ ଜାରି ରହିଛି |

    Related News

    Follow Us