-୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କା କ୍ଷତିରେ ଚାଲିଛି
-୨୦୨୩ ଅକ୍ଟୋବରରୁ ଅଗଷ୍ଟ ଯାଏ କ୍ଷତି ସହିଛନ୍ତି ସରକାର
-ମାତ୍ର ୧୦ ମାସରେ ଏହି କ୍ଷତି ସହିଛନ୍ତି ସରକାର
-ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ଚାଲିଛି ୧୩୪୦ଟି ବସ୍
-ଖର୍ଚ୍ଚ ୩୯୯.୪୪ କୋଟି ଓ ଆୟ ୨୫.୩ କୋଟି ଟଙ୍କା
-BJP ବିଧାୟକ ବିଭୂତିଭୂଷଣ ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ରଖିଲେ ପରିବହନ ମନ୍ତ୍ରୀ