ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ ଗତ ବର୍ଷ ଜାନୁୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତନିର୍ବାଚନ ନିମନ୍ତେ ବିଜ୍ଞପ୍ତି ବାହାରିଥିଲା। ସେଥରେଆଛୁଲି ପଞ୍ଚାୟତ ସମିତି ସଭ୍ୟା ପଦବି ମହିଳାଙ୍କପାଇଁ ସଂରକ୍ଷିତ ଥୂଲା।ଏଥିରେ ଆଛୁଲିପଞ୍ଚାୟତରସମିତିସଭ୍ୟା ପଦବି ପାଇଁ ଦୁଇଜଣ ମହିଳା ବିନୋଦିନୀପଣ୍ଡା ଓ ନିର୍ମଳା ନାହକ ପାର୍ଥୀ ପତ୍ର ଦାଖଲ କରିଥିଲେ | ପାର୍ଥୀ ପତ୍ର ଯାଞ୍ଚ ସମୟରେ ବିଡ଼ିଓ ତଥା ବ୍ଲକ ନିର୍ବାଚନ ଅଧୂକାରୀ ବିଜୟକୁମାର ବେହେରା ନିର୍ମଳା ନାହକଙ୍କ ପ୍ରାର୍ଥୀପତ୍ର ରେତ୍ରୁଟିଥିବାରଦେଖିତାହାକୁ ନାକଚକରିଦେଇଥିଲେଏବଂ ବିନୋଦିନୀ ପଣ୍ଡାଙ୍କୁଅପ୍ରତିଦ୍ବନ୍ଦି ସମିତିସଭ୍ୟା ଭାବେ ନିର୍ବାଚିତ ଘୋଷଣା କରିଥିଲେ।ଏନେଇ ନିର୍ମଳା ନାହକଛତ୍ରପୁର ସିନିୟର୍ ସିଭିଲ ଜଜ୍ କୋର୍ଟର ଆଶ୍ରୟ ନେଇଥିଲେ। ସିନିୟର ସିଭିଲକୋର୍ଟରଜର୍ଜଏହା ଉପରେ ବହୁ ପରୀକ୍ଷା ନିରୀକ୍ଷା କରିଆଛୁଲିପଞ୍ଚାୟତସମିତି ସଭ୍ୟା ବିନୋଦିନୀ ପଣ୍ଡାଙ୍କ ନିର୍ବାଚନପଦବୀରଦ୍ଦଘୋଷଣାକରିଥିଲେ। ତେବେବିନୋଦିନୀ ପଣ୍ଡା ସିନିୟର ସିଭିଲ ଜର୍ଜ କୋର୍ଟରାୟକୁ ଚାଲେଞ୍ଜ କରିଛତ୍ରପୁର ଅତିରିକ୍ତ ଦୌରା ଜର୍ଜକୋର୍ଟରଆଶ୍ରୟନେଇ ଥିଲେଅତିରିକ୍ତଦୌରାଜର୍ଜତାଙ୍କଆବେଦନକୁ ଗ୍ରହଣ କରି ସବୁ ନଥି ପତ୍ର,କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ପ୍ରକୃତସିଦ୍ଧାନ୍ତରେଉପନିତ ହୋଇ ଗତ 19 ତାରିଖ ରେ ତାଙ୍କ ରାୟ ପ୍ରକାଶ କରିଛନ୍ତି | ଏବଂ,ଆଚୁଲିସମିତିସଭ୍ୟା ବିନୋଦିନୀପଣ୍ଡଙ୍କସମିତିସଭ୍ୟପଦ ବଳବତର ରହିବାକୁ ସେ ରାୟ ପ୍ରକାଶ କରିଛନ୍ତି | ଯାହାଦ୍ୱାରା ବିନୋଦିନୀ ପଣ୍ଡା ଓ ତାଙ୍କ ସ୍ୱାମୀ ନୀଳମଣି ପଣ୍ଡା ଓ ତାଙ୍କର ଶୁଭେଛୁ ଙ୍କ ମନରେ ଆନନ୍ଦ ଦେଖାଦେଇଛି ଓ ତାଙ୍କର କହିବା କଥା ସତ୍ୟ ଧର୍ମ ଓନ୍ୟାୟରବିଜୟହୋଇଛି ବୋଲି କହିଛନ୍ତି |