Search
Close this search box.

ଅଜସ୍ର ଟଙ୍କା ସହ କାବୁ କରିବାରେ ସଫଳ ହୋଇଛି କୋରାପୁଟ ଖଣ୍ଡ ଜୟପୁର ଦୁର୍ନୀତି ନିବାରଣ ବିଭାଗ

0
SHARES
2
VIEWS

କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କ ଠାରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧରି ନେଉଥିବା ବେଳେ ଟାଙ୍କୁଆ ଗ୍ରାମ ନିକଟରେ କାବୁ କରିବାରେ ସଫଳ ହୋଇଛି କୋରାପୁଟ ଖଣ୍ଡ ଦୁର୍ନୀତି ନିର୍ବାରଣ ବିଭାଗ। ଗତ କାଲି କୌଣସି ବିଶ୍ୱସ୍ତ ସୁତ୍ରରୁ ସୂଚନା ଅନୁଯାୟୀ ବୈପାରିଗୁଡାରୁ ଜୟପୁର ଦେଈ କଟକ ଯାଉଥିବା ଏକ ଘରୋଇ ବସରେ ଥାନା ଅଧିକାରୀ ଶତପଥୀ ଏକ ବ୍ୟାଗ୍ ରେ 2 ଲକ୍ଷ 70 ହଜାର ଟଙ୍କା ଧରି ନିଜ ଘର କଟକକୁ ଯାଉଥିବା ସମୟରେ କୋରାପୁଟ ଖଣ୍ଡ ଦୁର୍ନୀତି ନିର୍ବାରଣ ବିଭାଗ ଜୟପୁରର ଏକ ଦଳ ଖବର ପାଇଁ ଜୟପୁରର ଟାଙ୍କୁଆ ଗ୍ରାମ ନିକଟରେ ବସଟିକୁ ଅଟକାଇ ଥିଲେ ଶତପଥୀ କେଉଁ ସିଟ୍ ରେ ବସି କଟକ ଯାଉଛନ୍ତି ବୋଲି ଯାଞ୍ଚ କରିବା ସମୟରେ ବୈପାରିଗୁଡାର ଥାନା ଅଧିକାରୀ ଶତପଥୀଙ୍କ ପାଖରୁ ନଗଦ 2 ଲକ୍ଷ 70 ହଜାର ଟଙ୍କା ଧରା ପଡିଥିଲା, ତତ୍ ପରେ ଘଟଣା ସ୍ଥଳରେ ଗିରଫ କରାଯାଇ ବୈପାରୀଗୁଡାରେ ରହୁଥିବା ବାସଭବନଏକ ଲକ୍ଷ 70 ହଜାର ଠାବ କରାଯାଇଛି ,କାର୍ଯ୍ୟାଳୟ କଟକରେ ରହୁଥିବା ବାସଭବନକୁ ତୋନଖୀ କରିବା ସମୟରେ ମୋଟ ୩୭ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ଠାବ କରାଯାଇଛି।ଦୁର୍ନୀତି ନିବାରଣ ବିଭାଗ ଏକ ମାମଲା ନଂ ୩୮/୨୦୨୩ ରୁଜୁ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଦୁର୍ନୀତି ନିବାରଣ ଅଧିକ୍ଷକ ପ୍ରଦୁମ୍ନ କୁମାର ଦ୍ବିବେଦି ଏକ ସମ୍ବାଦକ ସମ୍ମିଳିନୀ ସୂଚନା ଦେଇଛନ୍ତି ଲହୁରୀ ଅଧିକା ଅନୁସନ୍ଧାନ କରିବା ପରେ ଜଣା ପଡିବ ବୋଲି ବିଜଲଞ୍ଚ ଓଦିକାରୀ ସୂଚନା ଦେଇଛନ୍ତି,

କୋରାପୁଟ ଜିଲ୍ଲା ଜୟପୁର ରୁ କୋମଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି

    Related News

    Follow Us