ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପୁଥିବା ସହ ଏଥିରେ ହୋଇଥିବା ମୃତ୍ୟ ପରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ମିଛ ପ୍ରତିଶ୍ରୁତି ଦେଇ ରାଉରକେଲା ବାସୀଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ମୁକ୍ତିକାନ୍ତ । ରାଉରକେଲାବାସୀଙ୍କ ଅଧିକାରୀ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଗତବର୍ଷ ଆଜିର ଦିନରେ ରାଉରକେଲା ବିକାଶ ପାଇଁ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲେ ମୁକ୍ତିକାନ୍ତ ବିଶ୍ୱାଳ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ