Search
Close this search box.

ଆନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ

0
SHARES
3
VIEWS

୧୭ତମ ଆନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ ୨୦୨୩ ଦୁଇ ଦିନ ଧରି ଚାଲିଥିବା ମହୋତ୍ସବ ର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ପ୍ରଦୀପ ପ୍ରଜ୍ଜଳନ କରି ଥିଲେ ସମ୍ମାନୀତ ଅତିଥିଭାବେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ସିଡିଏର କମିଶନର ଅନୀଲ କୁମାର ସାମଲ, କଲଚରାଲ ନିର୍ଦେଶକ ଦିଲ୍ଲିପ ରାଉତରାୟ, ପ୍ରମେୟ ର ସଂପାଦକ ଗୋପାଳ ମହାପାତ୍ର, ମହୋତ୍ସବ ର ସଂପାଦକ ଗୁରୁ ପ୍ରତିଭା ପଣ୍ଡା, ଉପସ୍ଥିତ ରହି କଥକ ନୃତ୍ୟ, ଓଡ଼ିଶୀ, ଗୋଟିପୁଅ, ପାଇକ ନୃତ୍ୟ, ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ଅମରେଶ ପଟନାୟକ, ଅର୍ଜୁନ କୁମାର ସାହୁ ଏହି ଦୁଇ ଜଣ ପ୍ରତିଭାମାନଙ୍କୁ ସାହିତ୍ୟ ଓ ଚିତ୍ର କଳା ସମ୍ମାନ ରେ ସମ୍ମାନିତ କରିଥିଲେ ଆସନ୍ତୁ ଶୁଣିବା କଣ କହୁଛନ୍ତି ଅତିଥି ମାନେ

ଭୁବନେଶ୍ୱର ପ୍ରମୋଦ କୁମାର ପରିଡ଼ା ଙ୍କ ସହ ଗଙ୍ଗାଧର ରଥ

    Related News

    Follow Us