ଅନ୍ତର୍ଜାତୀୟ ମାତୃଭାଷା ଦିବସ ଆଜି। ପ୍ରତିବର୍ଷ ଏପ୍ରିଲ ୨୧ ତାରିଖ ମାତୃଭାଷା ଦିବସ ଭାବ ରେ ସାରା ବିଶ୍ଵ ରେ ପାଳିତ ହେଉଛି। କଥା ରେ ଅଛି ଜେତେ ଭାଷା ଶିଖୁଛ ଶିଖ କିନ୍ତୁ ନିଜ ମାତୃଭାଷା ର ମହତ ରଖ। ଆମ ମାତୃଭାଷା ଓଡ଼ିଆ ଭାଷା ବିଷୟ ରେ କିଛି କଥା ସମସ୍ତଙ୍କୁ ମାନେ ପକେଇଦବା ଠିକ୍ ହେବ। ୧. ବିଶ୍ବରେ ୭୧୦୨ ଭାଷା ରହିଛି ଆଉ ଓଡ଼ିଆ ଭାଷା ୩୭ ତମ ସ୍ଥାନରେ। ୨.ଏହାର ଦୀର୍ଘ ଇତିହାସ ଯୋଗୁ, ଓଡ଼ିଆ ଭାଷା ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ୩ . ଏହା ଝାଡଖଣ୍ଡ ର ଦ୍ୱିତୀୟ ରାଜ୍ୟ ଭାଷା ଭି। ୪.ଭାଷା ହିସାବ ରେ ଗଠିତ ହୋଇଥିବା ରାଜ୍ୟ ହିସାବ ରେ ଭାରତ ର ପ୍ରଥମ ରାଜ୍ୟ ଓଡ଼ିଶା । ୫.ଓଡ଼ିଆ ସ୍କ୍ରିପ୍ଟର ପ୍ରଥମ ପ୍ରକାଶନ ୧୦୫୧ ମସିହାରେ ହୋଇଥିଲା। ୬. ଓଡ଼ିଆ ଭାଷା ରେ ନଅ ଭାଇ ଭଉଣୀ ଯଥା ବାଲେଶ୍ଵରୀ, ଗଞ୍ଜମୀ, ସମ୍ବଲପୁରୀ, ମେଡିନପୁରୀ, ସିଂହଭୂମୀ, ଦେଶିଆ,ହଲବି ଇତ୍ୟାଦି ଅଛନ୍ତି। ୭. ଓଡ଼ିଆ ଭାଷାରେ ସର୍ବାଧିକ ଦୁଇଭାଷୀକ ପରିବର୍ତ୍ତନ ଦେଖିବାକୁ ମିଳେ।୮. ଓଡ଼ିଆ ଭାଷା ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ। ୯. ଆମେ ମାର୍ଚ୍ଚ ୧୧ ତାରିଖ ରେ ଶାସ୍ତ୍ରୀୟ ଓଡ଼ିଶା ଭାଷା ଦିବସ ଭାବରେ ପାଳିତ ହୁଏ। କିନ୍ତୁ ଏବେ ଇଂରାଜୀ medium ର ଶିକ୍ଷା ଚାରିଆଡ଼େ କାୟା ବିସ୍ତାର କରି ଚାଲିଛି।ଯାହା ମାତୃଭାଷା ର ପ୍ରସାରଣ ଉପରେ କୁଠାର ଘାତ। ମାତୃଭାଷାର ସମ୍ମାନ ଆଉ ରକ୍ଷା କରିବା ଆଉ ଆଜିର ଦିନରେ ମାତୃଭାଷା ର ସମ୍ମାନ କରି ଆସ କହିବା ” ମୁଁ ଓଡ଼ିଆ”.